ଗର୍ଭବସ୍ଥାରେ ଶୁଟିଂ ସେଟ୍କୁ ଫେରିଲେ ଆଲିଆ, ସାମ୍ନାକୁ ଆସିଲା ଫଟୋ
ମୁମ୍ବାଇ ୨୧।୦୭: ଖୁବ୍ ଶୀଘ୍ର ମମି-ଟୁ-ବି ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ନିକଟରେ ଆଲିଆ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ରେ ଡେବ୍ୟୁ କରି ମୁମ୍ବାଇ ଫେରିଥିଲେ। ସାମାନ୍ୟ ରେଷ୍ଟ ନେବା ପରେ ଅଭିନେତ୍ରୀ ପୁଣି ଥରେ ତାଙ୍କ ସୁଟିଂକୁ ଫେରିଛନ୍ତି । କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ସେଟରେ ଦେଖିବାକୁ ମିଳିଛନ୍ତି ଆଲିଆ-ରଣବୀର । ଯାହାକୁ ନେଇ ଦୁହେଁ ଖୁବ୍ ବ୍ୟସ୍ତ ଅଛନ୍ତି । ଗତ କାଲି […]