ଅପରାଧ ରାଜ୍ୟ

ସେଦିନ ଦେଇନଥିଲେ ଦିଆସିଲ, ଏବେ ଦୋକାନକୁ ଆସି କଲେ ଗଣ୍ଡଗୋଳ, ବିରୋଧ କରିବାରୁ ଛୁରାମାଡ଼

ମାର୍ଶାଘାଇ ୨୧।୦୭ : ସିଗାରେଟ୍‌ ଟାଣିବା ପାଇଁ ମାଗିଥିଲେ ଦିଆସିଲ୍‌, ନଦେବାରୁ ଦୋକାନ ମାଲିକଙ୍କୁ ଛୁରାମାଡ଼ । ଏଥିରେ କୁଅଁରପାଳ ଗାଁର ଚିଣ୍ଟୁ ଦାସ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଡ଼ପାଳ ଗୋଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ମାର୍ଶାଘାଇ ଥାନା ବଡ଼ପାଳ ଗୋଡା ବାଇପାସ୍‌ରେ ଥିବା ମା ମମତା ସୁଇଟ୍ ଷ୍ଟଲରେ ତିନି ଦିନ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ

ଭୁବନେଶ୍ୱର ୨୧।୦୭ : ଆଉ ଏକ ଦୁଃଖଦ ଖବର । ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । […]

ଅପରାଧ ରାଜ୍ୟ

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଆକ୍ସନ: ୧୦୪ କିଲୋ ସବୁଜ ଜହର ଜବତ, ୨ ଗିରଫ

ବାଲିଗୁଡ଼ା ୨୧।୦୭: କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବୋଲେରୋ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି l ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଖବର ଅନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଟିମ ପେଟ୍ରୋଲିଂ ବେଳେ ଏକ ବୋଲେରୋରେ ବାହାର ଜ଼ିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ । ସବଇନିସପେକ୍ଟର ଆଶୁତୋଷ […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ବିରାଟଙ୍କୁ ମିଳିଲା ମାସକର ଛୁଟି, ବିଦେଶରେ ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କୁ ଧରି ଛୁଟି କାଟୁଛନ୍ତି କୋହଲି

ନୂଆଦିଲ୍ଲୀ ୨୦/୦୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଜିକାଲି ଏକ ମାସର ବିରତି ମିଳିଛି । ଏହି କାରଣରୁ ସେ ବର୍ତ୍ତମାନ ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅଛନ୍ତି । କୋହଲି ପରିବାର ଛୁଟିଦିନ ପାଇଁ ଏଠାକୁ ଆସିଛନ୍ତି । ବଲିଉଡ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରୁ ଏହି ସୂଚନା ମିଳିଛି । ଅନୁଷ୍କା ଏକ ଫଟୋ ସେୟାର କରିଛନ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାଶୀପୁରରେ ସ୍ଥିତି ସୁଧୁରୁଛି, ଏହାକୁ ମହାମାରୀ କହିହେବ ନାହିଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୨୦।୦୭ : କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି ସୋର୍ସ ଥିଲା, ପାଖପାଖ ସ୍ଥାନକୁ ଏହା ଆକ୍ରାନ୍ତ କରିଛି । ପ୍ରଥମେ ଅବସ୍ଥା ଖରାପ ଥିଲା । ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାୟଗଡ଼ା, କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ […]

ଅପରାଧ ରାଜ୍ୟ

ସାତ ଦିନ ହେଲା ନିଖୋଜ ଥିଲେ ମୁନା, ଏବେ ନାଳରୁ ମିଳିଲା ମୃତଦେହ

ସୁନ୍ଦରଗଡ଼ ୨୦।୦୭ : ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପଟ୍ରୋଲ ପମ୍ପ ନିକଟ ନାଳରୁ ମୃତଦେହ ଠାବ । ମୃତକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀ ବୋଲି ଜଣାପଡିଛି । ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ଗତ ୧୪ ତାରିଖରୁ ମୁନା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଭସ୍ମା ଥାନାରେ ପରିବାର ପକ୍ଷରୁ ଲିଖିତ ଭାବେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

CBI ସ୍କାନରରେ ନରିନ୍ଦର ବାତ୍ରା, ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ

ନୂଆଦିଲ୍ଲୀ ୨୦/୦୭: ଇସ୍ତଫା ପରେ ସି.ବି.ଆଇ. ସ୍କାନରରେ ନରିନ୍ଦର ବାତ୍ରା । ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ । ସି.ବି.ଆଇ. ସ୍କାନରରେ ଭାରତୀୟ କ୍ରୀଡ଼ା ପ୍ରଶାସନର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ବାତ୍ରା । ଆଇ.ଓ.ଏ, ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରାଙ୍କ ବାସଭବନରେ ସି.ବି.ଆଇ. ଚଢ଼ାଉ କରିଛି । ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନରିନ୍ଦର […]

ଅପରାଧ ଦେଶ ବିଦେଶ

ଲକ୍ଷ୍ନୌ ବିମାନ ବନ୍ଦରରେ କଷ୍ଟମ ଡିପାର୍ଟମେଣ୍ଟ ଚଢ଼ଉ, ୧୦ ଏୟାରଗନ୍ ସମେତ ଅନ୍ୟ ସାମଗ୍ରୀ ଜବତ

ଲକ୍ଷ୍ନୌ ୨୦।୭: ଚୌଧୁରୀ ଚରଣ ସିଂହ ବିମାନ ବନ୍ଦର ଇଣ୍ଟରନ୍ୟାସନାଲ ଟର୍ମିନାଲରେ ଗୁରୁବାର କଷ୍ଟମ ବିଭାଗ ଟିମ୍‌ ଚଢ଼ଉ କରିଛନ୍ତି। ଏହି ଚଢଉ କାଳରେ ଜନୈକ ଯାତ୍ରୀଙ୍କ ଠାରୁ ୧୦ ଟି ଏୟାରଗନ ସମେତ ଆର୍ମସ୍ ଏସୋସେରିଜ ଜବତ ହୋଇଛି। ଯାତ୍ରୀଙ୍କୁ କଷ୍ଟମ ଟିମ୍‌ ଗିରଫ କରିଥିବା ବେଳେ ଜବତ ଗନ ଓ ଆର୍ମସ ଏସୋସରିଜ ଯାଞ୍ଚ ପାଇଁ ପଠାଯାଇଛି। ୟୁପି-ଉତ୍ତରାଖଣ୍ଡ କଷ୍ଟମ କମିଶନର ବେଦ ପ୍ରକାଶ ଶୁକ୍ଲାଙ୍କ ଅନୁସାରେ ଯାତ୍ରୀଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା […]