ଅପରାଧ ରାଜ୍ୟ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା : ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ୍ ଖାରଜ

କଟକ ୨୨।୭: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ଜାମିନ୍ ଆବେଦନ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ତେବେ ନିମ୍ନ ଅଦାଲତରେ ମାମଲାର ତ୍ଵରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସମସ୍ତ ସାକ୍ଷୀମାନଙ୍କ ତାଲିକା ପ୍ରସ୍ତୁତ କରି ତଳ କୋର୍ଟରେ ଦାଖଲ କରିବା ଲାଗି ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ହୋଇଛି । ତା ସହିତ ସମସ୍ତ ସାକ୍ଷୀ କିପରି ସୁରକ୍ଷିତ ଭାବେ କୋର୍ଟରେ […]

ଅପରାଧ ରାଜ୍ୟ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା : ଅନ୍ତରୀଣ ଜାମିନ ଶେଷ ପରେ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

କଣ୍ଟାବାଞ୍ଜି ୨୨।୭: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ୧୪ ଦିନିଆ ଅନ୍ତରୀଣ ଜାମିନ ଶେଷ । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ । କଡା ସୁରକ୍ଷା ବଳରେ କୋର୍ଟରେ ହାଜର ହୋଇଥିବା ବେଳେ ପୁଣି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ବେଳେ ତାଙ୍କ ଚିକିତ୍ସା କରାଇବାକୁ ଗୋବିନ୍ଦ ସାହୁଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କନ୍ଧମାଳରେ ବଢୁଛି କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୩ ପଜିଟିଭ୍ ଚିହ୍ନଟ

ଫୁଲବାଣୀ ୨୨।୭: କନ୍ଧମାଳ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ପଜିଟିଭ୍‌ଙ୍କ ସଂଖ୍ୟା ପ୍ରାୟ ୫୦ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କଟକଣା ନଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହି ବି କରୋନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l ଫଳରେ ସଂକ୍ରମିତଙ୍କ […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, କଣ୍ଟେଶ୍ୱରୀ ମନ୍ଦିରରୁ ଚୋରୀ

କୋଣାର୍କ ୨୨/୦୭: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବିରୁତୁଙ୍ଗ ଗ୍ରାମର ମା କଣ୍ଟେଶ୍ୱରୀ ମନ୍ଦିରରେ ଗତକାଲି ରାତ୍ରିରେ କଳାକନା ବୁଲାଇ ଦେଇଛନ୍ତି ଦୃର୍ବୃତ୍ତ । ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ଦୃର୍ବୃତ୍ତମାନେ ମନ୍ଦିରର ପଛପଟ କବାଟର ତାଲା ଭାଙ୍ଗି ମାଙ୍କ ଆଖି ତାଡିନେବା ସହ ମାଙ୍କ ଆଲମିରା ଭାଙ୍ଗି ବିଭିନ୍ନ ମୂଲ୍ୟବାନ ଗହଣା, ପିତ୍ତଳ ବାସନ, ଘଣ୍ଟି ଓ ଅନେକ ବସ୍ତ୍ର ସହ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଦୃର୍ବୃତ୍ତ ମାନେ ଲୁଟିନେଥିବାର ଥାନରେ ଅଭିଯୋଗ […]

ଅପରାଧ ରାଜ୍ୟ

ବନ୍ଦ୍ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢିଲା ସସପେନ୍ସ

ଭୁବନେଶ୍ୱର ୨୨/୦୭: ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଶାସ୍ତ୍ରୀ ନଗର ନିକଟରେ ଥିବା ଶନି ମନ୍ଦିର ନିକଟରୁ ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ । ଗତ ୫ ରୁ ୬ ଦିନ ହେବ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଥାଉକି, ଏକୁଟିଆ ଘରେ ରହୁଥିଲେ ବୃଦ୍ଧ ଜଣଙ୍କ । ତାଙ୍କର ଆଉ କେହି ସଂପର୍କୀୟ ଅଛନ୍ତି କି ନାହିଁ ତା […]

ଅପରାଧ ରାଜ୍ୟ

ସୁକୁମାରେ ପୁଣି ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ପିଟି ପିଟି ହତ୍ୟା

ମାଲକାନଗିରି ୨୨/୦୭: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ପୋଲାମପାଲି ଗ୍ରାମର ମାଡକାମ ଜଗା । ହତ୍ୟା ପରେ ନକ୍ସଲ ମାନେ ମୃତ ଜଗାଙ୍କ ଏକ ପିକପ ଭ୍ୟାନ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଗତକାଲି ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ନକ୍ସଲ ପୋଲାମପାଲି ଗାଁରେ […]