୩୬ଘଣ୍ଟା ମେଡିକାଲରେ ପଡିରହିଲା ଆନ୍ଧ୍ର ଟ୍ରକ୍ ହେଲପରଙ୍କ ମୃତଦେହ, ବ୍ୟବଚ୍ଛେଦ ନକରି ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ
ସାନଖେମୁଣ୍ଡି ୨୦।୭: ଆନ୍ଧ୍ର ପ୍ରଦେଶର ପ୍ରକାସମ ଜିଲ୍ଲା ସିଙ୍ଗରାଇକୋଣ୍ଡା ଗ୍ରାମରୁ ଚାଉଳ ବୋଝେଇ ଟ୍ରକ୍ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ଥାନା ଜଗମୋହନପୁର ଆସିଥିବା ବେଳେ ଗାଡିର ହେଲପର ପି.ତିରିପାଲୁଙ୍କ ଗତ ୧୭ ତାରିଖ ସନ୍ଧ୍ୟାରେ ଆକସ୍ମିକ ମୃତ୍ୟୁ ହୋଇଥିଲା । ମୃତ୍ୟୁର ୩୬ ଘଣ୍ଟା ଯାଏଁ ହେଲପରଙ୍କ ଶବ ଚିକିଟି ମେଡିକାଲରେ ପଡିରହି ପଚି ଦୁର୍ଗନ୍ଧ ବାହାରୁଥିବା ବେଳେ ଡ୍ରାଇଭର ସି.ଏଚ. ସାଇବାବୁ ଜଗି ରହିଥିଲେ । ଏ ଖବର ସ୍ଥାନୀୟ ଅଞ୍ଚଳରେ ଚହଳ […]