ଅପରାଧ ରାଜ୍ୟ

ବନ୍ଦ୍ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢିଲା ସସପେନ୍ସ

ଭୁବନେଶ୍ୱର ୨୨/୦୭: ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଶାସ୍ତ୍ରୀ ନଗର ନିକଟରେ ଥିବା ଶନି ମନ୍ଦିର ନିକଟରୁ ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ । ଗତ ୫ ରୁ ୬ ଦିନ ହେବ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଥାଉକି, ଏକୁଟିଆ ଘରେ ରହୁଥିଲେ ବୃଦ୍ଧ ଜଣଙ୍କ । ତାଙ୍କର ଆଉ କେହି ସଂପର୍କୀୟ ଅଛନ୍ତି କି ନାହିଁ ତା ଜଣାପଡିନି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବି ଏଯାଏଁ ସ୍ପଷ୍ଟ ହୋଇନି । ପୋଲିସ ତଦନ୍ତ ପରେ ସବୁକିଛି ସତ ସାମ୍ନାକୁ ଆସିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।