ଅପରାଧ ରାଜ୍ୟ

ଖେଳିବାକୁ ଯିବାବେଳେ ଧକ୍କା ଦେଲା ଟିପ୍ପର, ୧୨ବର୍ଷ ବାଳକଙ୍କ ମୁତ୍ୟୁ

ଅନୁଗୋଳ ୧୩।୬: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାଳକଙ୍କ ଜୀବନ । ଅନୁଗୋଳ ଟ୍ରାଫିକ୍ ଛକ ନିକଟରେ ଘଟିଛି ଦୁର୍ଘଟଣା । ଟିପ୍ପର ଧକ୍କାରେ ୧୨ବର୍ଷର ବାଳକଙ୍କର ମୁତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଅନୁଗୋଳ ଟ୍ରାଫିକ୍ ଛକ ମିଶ୍ରପଡାର ଆୟୁଷ ନାମକ ବାଳକ ଜଣଙ୍କ କଦମ ପଡିଆକୁ ଭାଇ ସହ ଖେଳିବାକୁ ଆସୁଥିବା ବେଳେ ଟିପ୍ପରଟି ଧକ୍କା ଦେଇଥିଲା । ତୁରନ୍ତ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ […]

ଅପରାଧ ରାଜ୍ୟ

ବକେୟା ଦରମା ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ, ସିବିଆଇ ହାତରେ ଧରାପଡିଲେ ଡାକ ଇନ୍ସପେକ୍ଟର

ସୁନ୍ଦରଗଡ ୧୩।୬: ସିବିଆଇ ହାତରେ ଧରାପଡିଲେ ମୁଖ୍ୟ ଡାକଘର ଇନ୍ସପେକ୍ଟର । ନର୍ଥ ଡିଭିଜନର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର, ବିକାଶ କିସପଟ୍ଟା ନାମକ ଜଣେ ଗ୍ରାମୀଣ ଡାକ ସେବକଙ୍କଠାରୁ ବକେୟା ଦରମା ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ସିବିଆଇ ଟିମ୍ ହାତରେ ଧରାପଡିଲେ । ଏହି ସିବିଆଇ ଟିମ୍‌ରେ ୭ ଜଣ ରହିଛନ୍ତି । ତେବେ ବିକାସ କିସପଟ୍ଟାଙ୍କଠାରୁ ୧୦ହଜାର […]

ଅପରାଧ ରାଜ୍ୟ

ଖେଳିବାକୁ ଯିବାବେଳେ ଧକ୍କା ଦେଲା ଟିପ୍ପର, ୧୨ବର୍ଷ ବାଳକଙ୍କ ମୁତ୍ୟୁ

ଅନୁଗୋଳ ୧୩।୬: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାଳକଙ୍କ ଜୀବନ । ଅନୁଗୋଳ ଟ୍ରାଫିକ୍ ଛକ ନିକଟରେ ଘଟିଛି ଦୁର୍ଘଟଣା । ଟିପ୍ପର ଧକ୍କାରେ ୧୨ବର୍ଷର ବାଳକଙ୍କର ମୁତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଅନୁଗୋଳ ଟ୍ରାଫିକ୍ ଛକ ମିଶ୍ରପଡାର ଆୟୁଷ ନାମକ ବାଳକ ଜଣଙ୍କ କଦମ ପଡିଆକୁ ଭାଇ ସହ ଖେଳିବାକୁ ଆସୁଥିବା ବେଳେ ଟିପ୍ପରଟି ଧକ୍କା ଦେଇଥିଲା । ତୁରନ୍ତ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ଶାନ୍ତ ପଡୁନି ବନ୍ଧୁକ : ନାଇଟ୍ କ୍ଲବରେ ଗୁଳିମାଡ, ୨ ମୃତ

ଚିକାଗୋ, ୧୩|୦୬: ଆମେରିକାରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି । ରବିବାର ପୁଣି ଚିକାଗୋ ଅଞ୍ଚଳରେ ଗୁଳିକାଣ୍ଡ ଖବର ଆସିଛି । ଦକ୍ଷିଣପୂର୍ବ ଚିକାଗୋ ନିକଟବର୍ତ୍ତୀ ଇଣ୍ଡିଆନା ନାଇଟ୍ କ୍ଲବରେ ଆତତାୟୀ ଗୁଳିମାଡ କରିଥିବା ଜଣାପଡିଛି । ଯେଉଁଥିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ପୋଲିସର କହିବାନୁସାରେ, ଇଣ୍ଡିଆନା କ୍ଲବରେ ଗୁଳିକାଣ୍ଡ ନେଇ ଖବର ଆସିଥିଲା । ଏହାପରେ ସେମାନେ ପହଁଚିଥିଲେ । ସେଠାରେ ଦୁଇଜଣ […]

ଅପରାଧ ରାଜ୍ୟ

୪ ଜଣ ବ୍ୟାଟେରୀ ଚୋର ଗିରଫ, ୪୦ଲକ୍ଷ ଟଙ୍କାର ବ୍ୟାଟେରୀ ଜବତ

ସାନଖେମୁଣ୍ଡି ୧୩।୬: ଗଞ୍ଜାମ ଜିଲ୍ଲାର ଆସିକା, ସୋରଡା, ଶେରଗଡ ଥାନା ସମେତ ପ୍ରାୟ ସମସ୍ତ ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିଏ ଏହି ବ୍ୟାଟେରୀ ଚୋରି କରୁଛି ତାର ସନ୍ଧାନ ପାଇବାରେ ବିଳମ୍ବ ହେଉଥିବା ପୋଲିସ ପ୍ରଶାସନକୁ । ତେବେ ଆସିକା ପୋଲିସ ଏକ ଟିମ୍ ଗଠନ କରି ବ୍ୟାଟେରୀ ଚୋରକୁ ଧରିବା ପାଇଁ ଜାଲ ବିଛାଇ ଥିବା ବେଳେ […]

ଅପରାଧ ଦେଶ ବିଦେଶ

ପଶ୍ଚିମବଙ୍ଗ ହିଂସା ଘଟଣା: ୨୦୦ରୁ ଅଧିକ ଗିରଫ, ୪୨ ମାମଲା ରୁଜୁ କଲା ପୋଲିସ୍‌

କୋଲକାତା, ୧୨/୦୬ : ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନିଲମ୍ୱିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନ୍‌କୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ହିଂସାରେ ୨୦୦ରୁ ଅଧିକ ଲୋକଙ୍କୁ ଗରିଫ କରାଯାଇଛି । ଏଥି ସହିତ ବିରୋଧ ପ୍ରଦର୍ଶନରେ ସାମିଲଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୪୨ଟି ମାମଲା ରୁଜୁ କରିଛି ପୋଲିସ୍‌ । ଏନେଇ ସୋମବାର ଡିଜିପି ମନୋଜ ମାଲଭିୟ ସୂଚନା ଦେଇଛନ୍ତି । ପିଟିଆଇର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । କୋଲକାତା […]

ଅପରାଧ ରାଜ୍ୟ

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ

ଭୁବନେଶ୍ବର ୧୩।୬: ଆଠଗଡ ବଡମ୍ବାରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଆଠଗଡ ଡିଏଫଓ ତଦନ୍ତ ପରିସରଭୁକ୍ତ ହେବେ । ଭୁଲ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ରେଞ୍ଜର ୨ ଜଣ ଫରେଷ୍ଟର ଓ ୨ ଜଣ ଫରେଷ୍ଟ ଗାର୍ଡ ଗିରଫ ହୋଇଛନ୍ତି । ଏହି ଘଟଣାରେ ୨ଜଣ ଫରେଷ୍ଟ ଗାର୍ଡ […]

ଅପରାଧ ରାଜ୍ୟ

PUBG ନେଲା ଜୀବନ : ବାପା ଗେମ୍‌ ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଳୀ ୧୩।୦୬ : PUBG ମୋବାଇଲ୍ ଗେମ୍ କ୍ରେଜ୍‌ ଏତେ ଖରାପ ଯେ ଛୋଟ ପିଲା ସହ ଏବେକା ଯୁବ ପିଢିଙ୍କୁ ନିଶା ହୋଇଯାଇଛି । ଖେଳରେ ଏତେ ମାତୁଛନ୍ତି କି ତାଙ୍କ ଏହି ଗେମ୍‌ ବ୍ୟତୀତ ଆଉ କିଛି ଦେଖାଯାଉ ନାହିଁ । ଯାହା ଫଳରେ ସେମାନେ ଭୟଙ୍କର ପଦକ୍ଷେପ ନେଉଛନ୍ତି। ନିଜ ଜୀବନକୁ ବିପଦରେ ପକାଉଥିବା ବେଳେ ଅନ୍ୟମାନଙ୍କ ଜୀବନ ନେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପାଟନା ଜିଲ୍ଲାର ଅଥମାଲଗୋଲା ଠାରୁ ଏକ […]

ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ଲୁଟ୍, ଆକ୍ରମଣ କରି ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ଲକ୍ଷ ଟଙ୍କା

ଆଠଗଡ ୧୩।୬: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍ । ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ଲୁଟ୍ ହୋଇଛି । ସୂଚନାଯୋଗ୍ୟ ଯେ, କଟକ ମାଲଗୋଦାମକୁ ଏକ ଆଇଚରରେ ଯାଉଥିବା ବେଳେ ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରେ ଅଟକାଇଥିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ୫ଟି ବାଇକ୍ […]

ଅପରାଧ ରାଜ୍ୟ

ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୧୩।୦୬ : ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲମତାପୁଟ ପୋଲିସ୍ ଚଢାଉ କରିଥିଲା। ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ନୁଆପୁଟ ନଦୀ ଘାଟରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି । ଖବର ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇକୁ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟରେ ଗଛିତ କରି ଅନ୍ୟରାଜ୍ୟକୁ ଚୋରା ଚାଲାଣ […]