ଜୁନ୧୫ରେ ସୂର୍ଯ୍ୟଙ୍କର ରାଶିପରିବର୍ତ୍ତନ; ଏହି ୩ ରାଶିର ବଦଳିବ ଭାଗ୍ୟ
ଜୁନ ୧୫ରେ ମିଥୁନ ରାଶିରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନରେ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ ପ୍ରଭାବ ପଡ଼ିବ। କିନ୍ତୁ ଗ୍ରହମାନଙ୍କର ରାଜା ଓ ଶନିଙ୍କ ପିତା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କିଛି ରାଶି ମାନଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହୋଇପାରେ। ଯ୍ୟୋତିଷାଚାର୍ଯ୍ୟଙ୍କ ମତରେ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ତାହେଲେ ଆସନ୍ତୁ ଜାଣିବା ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ […]