ଅପରାଧ ରାଜ୍ୟ

ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ଭାଲୁ, ଯୁବକ ଗୁରୁତର

ନୀଳଗିରି,୧୨/୦୬: ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ଭାଲୁ । ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ। ସୂଚନାନୁସାରେ, ରବିବାର ସକାଳେ ଆରବନ୍ଦ ପଞ୍ଚାୟତ ଡ଼ାହିସାହି ଅଞ୍ଚଳର ଶୁକୁରା ଝାମ୍ପଙ୍କ ପୁଅ ରାଜୁ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁଟି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା। ରାଜୁଙ୍କ ପେଟର,ହାତରେ ଗଭୀର କ୍ଷତ ଲାଗିଥିଲା । ତେବେ ତାଙ୍କୁ ଉଦ୍ଧାର କରାଯାଇ […]

ଅପରାଧ ରାଜ୍ୟ

ଲାଲ୍ ବାହିନୀ କ୍ୟାମ୍ପରେ ଚଢଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ,୧୨/୦୬: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି l ଜବତ ସାମଗ୍ରୀ ମଧ୍ୟରେ ମେଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶlସ ମେଗାଜିନ, ଚଷମା, ଆଦି ଜିନିଷ ପତ୍ର ରହିଛି […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱରରେ ବିସିସିଆଇ ସଭାପତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର ୧୨।୦୬ : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ । ଖବର ଅନୁଯାୟୀ, ରବିବାର ଦିନ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଉଭୟ ଦଳ ଆଉ କିଛି ସମୟ […]

ଅପରାଧ ରାଜ୍ୟ

ସ୍ନାନ ବେଳେ ଅଘଟଣ, ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ

ପୁରୀ ୧୨।୦୬ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ । ଲାଇଫ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ରବିବାର ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର […]

ଦେଶ ବିଦେଶ ମନୋରଞ୍ଜନ

କ୍ଷମା ମାଗିଲେ ନୟନତାରା-ବିଗ୍ନେଶ, ତିରୁପତି ମନ୍ଦିରର ନିୟମ ଉଲ୍ଲଂଘନ କରିବା ନେଇ ଜାରି ହୋଇଥିଲା ନୋଟିସ୍‌

ମୁମ୍ବାଇ ୧୨।୦୬ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ତଥା ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ନୟନତାରା ଅନ୍ୟତମ। ନିକଟରେ ସେ ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିଥିଲେ । ୯ ଜୁନ୍‌ରେ, ଦୁହେଁ ତାମିଲ୍ ରୀତିନୀତି ହାତକୁ ଦି ହାତ ହୋଇଥିଲେ । ବିବାହର ପରଦିନ ନବ ଦମ୍ପତି ଆଶୀର୍ବାଦ ପାଇବା ପାଇଁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ସେମାନଙ୍କ ବିରୋଧରେ ଏକ ଆଇନଗତ ନୋଟିସ୍ ଜାରି କରାଯାଇଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ […]

ଅପରାଧ ରାଜ୍ୟ

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ସ୍ତ୍ରୀ ଓ ପିଲାଙ୍କୁ ନେବାକୁ ଆସିଥିଲେ ଶ୍ୱଶୁର ଘର

ଜି.ଉଦୟଗିରି ୧୨।୦୬ : ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ଟିକାବାଲି ଥାନା ପାଣିଙ୍ଗିଆ ଗାଁର ନରେଶ ଦିଗାଳ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ନରେଶ ଦିଗାଳ ଶ୍ରୀରାମ ପଦା ଗାଁରେ ବିବାହ କରିଥିଲେ । ତାଙ୍କର ଚିରି ପୁଅ ଝିଅ ନେଇ ସଂସାର । ତେକେ କିଛିଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା । ସ୍ତ୍ରୀ ପୁଅଝିଅକୁ […]

ଅପରାଧ ରାଜ୍ୟ

ଭୋଜି କରିବାକୁ ଯାଇଥିଲେ, ଗାଁ ପଡିଆରୁ ମିଳିଲା ମୃତଦେହ

ଫୁଲବାଣୀ ୧୨।୦୬: ପଡିଆରେ ପଡିଛି ମୃତଦେହ । ମୃତକଙ୍କ ନାମ ଜଳେଶ୍ୱର ପ୍ରଧାନ ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲୁପାଙ୍ଗ ଗାଁରେ ଥିବା ଏକ ପଡିଆରୁ ଜଳେଶ୍ୱରଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ଜଳେଶ୍ୱର ପ୍ରଧାନ ଓ କିଛି ବ୍ୟକ୍ତି ଦାରିଙ୍ଗବାଡି ପାଖ ପକାରୀ ଗାଁକୁ ଭୋଜି ଖାଇବାକୁ ଯାଇଥିଲା । କିନ୍ତୁ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । […]

ଅପରାଧ ଦେଶ ବିଦେଶ

ହାଜତ ମୃତ୍ୟୁ ପୁଲିସର ପାଗଳପଣକୁ ଦର୍ଶାଉଛି, ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟୁଛନ୍ତି: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଜେଲ୍ ଭିତରେ କଏଦୀଙ୍କ ମୃତ୍ୟୁକୁ ନେଇ ରାଗିଲେ ମାଡ୍ରାସ୍ ହାଇକୋର୍ଟ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟ ପୁଲିସ ବିଷୟରେ ଅଭିଯୋଗ ଶୁଣିବାକୁ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଉ ବୋଲି କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ଜେଲ୍‌ ଭିତରେ ମୃତ୍ୟୁ(କଷ୍ଟୁଡିଆଲ ଡେଥ୍) ସମ୍ପୃକ୍ତ ପୁଲିସଙ୍କର ପାଗଳପଣକୁ ଦର୍ଶାଉଛି ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ” ହାଜତ ମୃତ୍ୟୁ ପୁଲିସ ପାଗଳ ହୋଇଯାଇଥିବା ଦର୍ଶାଉଛି। ମଣିଷର ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟୁଛନ୍ତି।” ପୁଲିସ ନାଁରେ […]

ଅପରାଧ ରାଜ୍ୟ

ତେଲକୋଇରେ ଥମୁନି ହାତୀ ଉପଦ୍ରଵ, ଭୟଭୀତ ଲୋକେ

ତେଲକୋଇ ୧୨ଷ୦୬: କେନ୍ଦୁଝର ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରଵ। କେତେବେଳେ ମଣିଷ ମାରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଉଛନ୍ତି ହାତୀପଲ । ୨୨ ଦିନରେ ଦୁଇଜଣଙ୍କୁ ଦଳି ମାରିଦେଇଥିବା ବେଳେ ୧୩ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ବନବିହାରିପୁର ଗାଁରେ ୩ ଟିକିଆ ହାତୀପଲ ପଶି ଭକ୍ତବନ୍ଧୁ ନାୟକ ଓ ଅଭି ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ […]

ଅପରାଧ ରାଜ୍ୟ

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ସ୍ତ୍ରୀ ଓ ପିଲାଙ୍କୁ ନେବାକୁ ଆସିଥିଲେ ଶ୍ୱଶୁର ଘର

ଜି.ଉଦୟଗିରି ୧୨।୦୬ : ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ଟିକାବାଲି ଥାନା ପାଣିଙ୍ଗିଆ ଗାଁର ନରେଶ ଦିଗାଳ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ନରେଶ ଦିଗାଳ ଶ୍ରୀରାମ ପଦା ଗାଁରେ ବିବାହ କରିଥିଲେ । ତାଙ୍କର ଚିରି ପୁଅ ଝିଅ ନେଇ ସଂସାର । ତେକେ କିଛିଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା । ସ୍ତ୍ରୀ ପୁଅଝିଅକୁ […]