ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାରକା ସ୍ଥିତ ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚଣ୍ଡିଖୋଲ ୧୬।୬: ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ଚଢାଉ । ଯାଜପୁର ଜିଲ୍ଳା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଦୀର୍ଘ ଦିନ ଧରି ଏହି ସ୍ଥାନରେ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟଟି ରହିଥିଲା । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ […]

ଅପରାଧ ରାଜ୍ୟ

ଏଟିଏମ୍‌ ଲୁଟ୍ ଉଦ୍ୟମ ପଣ୍ଡ, ପୋଲିସ ପହଞ୍ଚିବା ବେଳକୁ ଲୁଟେରା ଫେରାର

ବାଲିପାଟଣା ୧୬।୦୬ : ଏଟିଏମ୍‌ ଲୁଟ୍ ଉଦ୍ୟମ ପଣ୍ଡ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ଜଣେ ଲୁଟେରା ମୁହଁରେ ଗାମୁଛା ଗୁଡ଼ାଇ ଏଟିଏମ୍‌ ମଧ୍ୟରେ ପ୍ରବେଶ କରିବା ସହ ଏଟିଏମ୍‌ ମେସିନ୍‌କୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ଘଟଣା ସମୟରେ ସମସ୍ତ ଦୃଶ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଲାଗିପଡିଛନ୍ତି ସେବକ : ଶୁକ୍ଳ ବସ୍ତ୍ର ପରିଧାନ କଲେ ଶ୍ରୀଜିଉ, ଲାଗି ହେଲା ଧଳାଫୁଲ

ପୁରୀ ୧୬।୦୬ : ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ମହାପ୍ରଭୁ । ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଶୁକ୍ଲ ବସ୍ତ୍ର ସହ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢିଲା ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୧ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୧୬।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୭୩୭କୁ ବୃଦ୍ଧି […]

ଖେଳ ଦେଶ ବିଦେଶ

ସେବେ ସଚିନ ଆଉ ଏବେ ଉମ୍ରାନ୍ : ଦୁଇ ଷ୍ଟାର୍ ପ୍ଲେୟାରଙ୍କୁ ଷ୍ଟାଡିୟମରେ ଦେଖିବାକୁ ପସନ୍ଦ କରନ୍ତି ଗାଭାସ୍କର

ନୂଆଦିଲ୍ଲୀ ୧୪/୦୬: ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦୁଇଟି ଟି୨୦ ମ୍ୟାଚ୍ ହାରି ବ୍ୟାକଫୁଟରେ ରହିଛି । ମଙ୍ଗଳବାର ମ୍ୟାଚ୍ ହାରିଲେ ଦଳ ସିରିଜ୍ ହାତଛଡା କରିବ । ସିରିଜରେ ରହିବାକୁ ହେଲେ ତୃତୀୟ ମ୍ୟାଚ୍ ଦଳକୁ ଜିତିବାକୁ ହେବ ।ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ମହାନ ବ୍ୟାଟସମ୍ୟାନ୍ ସୁନିଲ ଗାଭାସ୍କର ଭାରତୀୟ ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି । ଗାଭାସ୍କର କହିଛନ୍ତି ଯେ, ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ହାରିଯାଇଛି । ତୃତୀୟ ମୁକାବିଲାରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ; ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ଭୁବନେଶ୍ୱର ୧୩/୦୬ : ଶାସ୍ତ୍ରରେ କୁହାଯାଇଛିଯେ ସକାଳର ଆରମ୍ଭ ଶୁଭକାମ ସହିତ କରିବା ଆବଶ୍ୟକ। ଯେପରି ଆଖି ଖୋଲିବା ମାତ୍ରେ ଭଗବାନଙ୍କ ଦର୍ଶନ କରିବା, ତାଙ୍କୁ ପ୍ରଣାମ କରିବା, ନିଜର ହାତ ପାପୁଲିକୁ ଦେଖିବା ଇତ୍ୟାଦି। ସକାଳେ କରାଯାଇଥିବା କାର୍ଯ୍ୟ ବ୍ୟକ୍ତିକୁ ସକରାତ୍ମକ ଶକ୍ତି ଦେଇଥାଏ। ଏହା ସହିତ ଦିନଟି ଭଲରେ ବିତିଥାଏ। ସେଥିପାଇଁ ସକାଳେ କରାଯାଇଥିବା କାମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ […]

ଅପରାଧ ରାଜ୍ୟ

ଖେଳୁଥିବା ବେଳେ ଆବର୍ଜନା କୁଣ୍ଡରେ ପଡିଗଲେ ବର୍ଷକର ଶିଶୁ, ମୃତ ଘୋଷଣା କଲେ ଡାକ୍ତର

ଉମରକୋଟ ୧୪।୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତର ମୋହଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ନିଜ ଘର ପଛପଟରେ ଥିବା ଆବର୍ଜନା କୁଣ୍ଡର ପାଣିରେ ପଡି ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ମୋହଣ୍ଡି ଗ୍ରାମର ବୁଦୁରାମ ଗଣ୍ଡ ସବୁଦିନ ଭଳି ମଙ୍ଗଳବାର ମଧ୍ୟ ମାଲିକଙ୍କ ଟ୍ରାକ୍ଟର ନେଇ ଜମିକୁ କାମ କରିବା ପାଇଁ ଯାଇଥିଲେ । ସ୍ତ୍ରୀ ଫୁଲ […]

ଅପରାଧ ରାଜ୍ୟ

ପରିସ୍ରା କରିବାକୁ ନେଇ ତୁମୂଳକାଣ୍ଡ, ଭାଇବୋହୂକୁ ମାଡ ମାରି କଲେ ଲହୁଲୁହାଣ

ଉଦଳା ୧୪।୬: ସାମାନ୍ୟ ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ । ଭାଇବୋହୂକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି କଲେ ଲହୁଲୁହାଣ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳର ପ୍ରମୋଦ ଚନ୍ଦ୍ର ଦାସଙ୍କ ନାବାଳକ ପୁଅ ନିଜ ଘର ବାହାରେ ପରିସ୍ରା କରୁଥିଲେ । ଏହାକୁ ନେଇ ପ୍ରମୋଦଙ୍କ ଦୁଇ ଭାଇ କାର୍ତ୍ତିକ ଚନ୍ଦ୍ର ଦାସ, ରନ କୁମାର ଦାସ ଉଭୟ ପ୍ରମୋଦଙ୍କ […]

ଅପରାଧ ରାଜ୍ୟ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିନି ପରିଚୟ

ବିନିକା ୧୪।୬: ଗଛରେ ଝୁଲୁଛି ଅଜଣା ମହିଳାଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆଦର୍ଶ ବିଦ୍ୟାଳୟ ପଛପଟେ ଥିବା ମହାନଦୀ କୂଳରେ ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଜଣେ ଅଜଣା ମହିଳା ବେକରେ ଶାଢ଼ୀ ଲଗାଇ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ଦେଖି ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ […]

ଅପରାଧ ରାଜ୍ୟ

ଆମ୍ୱ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ୧୪/୦୬ : ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ। ମୃତ ବୃଦ୍ଧ ବ୍ୟକ୍ତିଙ୍କର ପ୍ରାୟ ୬୫ରୁ ୭୦ବର୍ଷ ହେବ ଓ ସେ ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି। ଟାଉନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ […]