ବିଜାପୁରରେ ମାଓ ହିଂସା, ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ଗଳାକାଟି ହତ୍ୟା
ମାଲକାନଗିରି ୨୯/୦୬: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ମୋରମେଡ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ । ତୈନାଡ ଥାନା ଅନ୍ତର୍ଗତ ମୋରମେଡ ଗ୍ରାମ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମଙ୍କୁ ନକ୍ସଲମାନେ ଗତ ଦୁଇ ଦିନ ତଳେ ଅପହରଣ କରିଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ […]