ଅଭିନେତ୍ରୀ ଲୁଚାଇଥିଲେ ନିଜର ପ୍ରଥମ ବିବାହ ! ଜାଣିବା ପରେ ରାଜୀବ୍ଙ୍କୁ ଝଟକା, ଏବେ ଛାଡପତ୍ର ଚାହୁଁଛନ୍ତି ଚାରୁ
ମୁମ୍ବାଇ ୩୦।୯: ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପାଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା । ଦୁହିଁଙ୍କ ମତଭେଦର ଖବର ଦୀର୍ଘ ଦିନ ଧରି ଆଲୋଚନା ହେଉଛି। ନିକଟରେ ଛାଡପତ୍ର ହେବାର ଖବର ମଧ୍ୟ ଶୁଣିବାକୁ ମିଳିଥିଲା। ହେଲେ ଏନେଇ ଚାରୁ ଅସୋପା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ରାଜୀବଙ୍କୁ ଅନେକ ସୁଯୋଗ ଦେଇଛନ୍ତି, ଏବେ ସେ ଛାଡପତ୍ର ଚାହୁଁଛନ୍ତି। ପାରସ୍ପରିକ ସହମତି ଅନୁଯାୟୀ ଚାହୁଁଥିବାବେଳେ ରାଜୀବ ସେନ୍ କହିଛନ୍ତି […]