ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ନିଆଳି ୨୭।୦୬: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ମହିଳା ହେଲେ ଇନ୍ଦୁମତି ପରିଡ଼ା । କଟକ ଜିଲ୍ଲା ନିଆଳି ଥାନା ରାଇଚାନ୍ଦୋଳ ଗାଁରେ ଘଟିଛି ଏପରି ଘଟଣା । ନିଆଳି ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିଛି । ଖବର ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ଚାଉଳ ବସ୍ତ ଗାଁର ଅଚ୍ୟୁତ ପରିଡାଙ୍କ ଝିଅ ଇନ୍ଦୁମତି ଜୁନ୍ ୨୦୨୧ରେ କଟକ ଜିଲ୍ଲା ନିଆଳି ରାରଚାନ୍ଦୋଳ ଗାଁର ରଶ୍ମି ରଂଜନକୁ ବିବାହ […]