ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ : ମାଂସକାଟିବାକୁ ରଥଖଳାରୁ ବୋହିନେଲେ ବଳକା କାଠଗଣ୍ଡି, ଫଟୋ ଭାଇରାଲ…
ପୁରୀ ୩୦/୦୬: ରଥ ନିର୍ମାଣ ନିମନ୍ତେ ଆସୁଥିବା କାଠ ସହ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି । ମନ୍ତ୍ରପାଠରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଅନୁକୂଳ ହୋଇ ରଥନିର୍ମାଣ ଆରମ୍ଭ ହୋଇଥାଏ । ତେବେ ଏହି ପବିତ୍ର ରଥକାଠର ଅପବ୍ୟବହାର ହେଉଥିବା ଦେଖାଯାଉଛି। ଯାହା ଭକ୍ତଙ୍କ ମନରେ କ୍ଷୋଭ ଭାବନା ସୃଷ୍ଟି କରିଛି । ୩ ରଥ ନିର୍ମାଣ ପରେ ବଳକା କାଠ ପୁରୀରେ ଥିବା ମାଂସ ଦୋକାନୀ ନେଉଛନ୍ତି । ଏହି ଗୋଲେଇ କାଠଗଣ୍ଡି […]