ଅପରାଧ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ: ଶ୍ବାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ରୁଚିକା ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଥ୍ୟ ପାଇଁ ଭିସେରା ନମୂନା ପରୀକ୍ଷାଗାରକୁ ପଠାଯାଇଛି। ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମ୍‌ରେ ରୁଚିକା […]

ରାଶିଫଳ

ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା : ଦୋଷୀକୁ କଠୋର ଦଣ୍ଡ ସହ ସମ୍ପୃକ୍ତ ୩ ଛାତ୍ରୀଙ୍କୁ ଗିରଫ କରିବାକୁ ଦାବି

ଆଠଗଡ଼ ୫।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୈତୃକ ଗ୍ରାମ କଖଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କଖଡି ମହାନଦୀ ଡ଼ିଗ୍ରୀ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ସାମ୍ବାଦିକ ସମ୍ମିଳନୀ । କଖଡି ଗ୍ରାମର ପ୍ରତିଭାବାନ ଛାତ୍ରୀ ରୁଚିକା ମହାନ୍ତି ଆଜିକୁ ୩ ଦିନ ହେଲା ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ବାପା-ମା’ଙ୍କର ସ୍ବପ୍ନକୁ ସାକାର କରିବା ସହ ଆଇଏଏସ ହେବାକୁ ନିଜକୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅନ୍‌ଲାଇନ୍‌ ଗେମ୍‌ ନେଲା ଜୀବନ, ୧୦ ହଜାର ହରାଇବାରୁ ଝୁଲିପଡ଼ିଲେ ଯୁବକ

ଆଳି, ୦୫।୦୭: ଗେମ୍ ଖେଳିବା ବେଳେ ୧୦,୦୦୦ ଟଙ୍କା ହାରିଯିବାରୁ ଯୁବକଙ୍କ ଆତ୍ମହତ୍ୟା l ଏମିତି ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ l ମୃତ ଯୁବକ ହେଲେ ଆଶିଷ କୁମାର ଦାସ l ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ମ୍ରିୟମାଣ ହୋଇ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି l ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଶିଷ ଘର କବାଟ ଭିତରୁ ବନ୍ଦ କରି ଫ୍ୟାନରେ […]

ଅପରାଧ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: AIDSO ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ

କଟକ, ୦୫।୦୭: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ଦାବିରେ ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏ. ଆଇ.ଡି.ଏସ.ଓ) ପକ୍ଷରୁ ଆଜି ସାରା ଓଡିଶା ପ୍ରତିବାଦ ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ସଂଗଠନ କଟକ ଜିଲ୍ଲା କମିଟ ପକ୍ଷରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସଂଗଠନର ଓଡିଶା ରାଜ୍ୟ କମିଟି ଉପ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆମ ଜଙ୍ଗଲ ଯୋଜନା ଓ ଆଇକାଡା ପ୍ରକଳ୍ପ ସହାୟତା ବିହନ ବିତରଣ କାର୍ଯ୍ୟକ୍ରମ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ବନ୍ଦଗଡ଼ ତେଲି ମୁଣ୍ଡା ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆମ ଜଙ୍ଗଲ ଯୋଜନା ଓ କୃଷି ବିଭାଗର ଆଇକାଡା ପ୍ରକଳ୍ପ ମିଳିତ ଉଦ୍ୟମରେ ହରଡ଼ ବିହନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଇକାଡ୍ ବିଭାଗ ର ରଞ୍ଜନ ବେହେରା ଙ୍କ ନେତୃତ୍ବରେ ବିହୀନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫିରିଙ୍ଗିଆ ରେଞ୍ଜ ବନ୍ଦଗଡ଼ ବନପାଳକ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବନ୍ଦଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦଗଡ଼ ଇକ କ୍ଲବ ଓ ବନ ବିଭାଗ ମିଳିତ ଉଦ୍ୟମରେ ବନ୍ଦଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନାଟକ ମାଧ୍ୟମରେ ବନ ବିଭାଗ ତରଫରୁ ଚାର ରୋପଣ ଓ ଜଙ୍ଗଲ ସୁରକ୍ଷା ଦିଗରେ ସଚେତନତା କରାଯାଇଥିଲା । ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ କିସମର ଫଳନ୍ତି ଗଛ ତଥା ଆମ୍ବ, ପଣସ, ପିଜୁଳି, ଜାମ୍ମୁ,ସଜନା, ଅମୃତଭଣ୍ଡା, ଇତ୍ୟାଦି ଚାର ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାଗ୍ୟକୁ ଆଦରି ଦୁଃଖ ଯନ୍ତ୍ରଣାରେ ଚାହିଁ ବସିଛନ୍ତି ପ୍ରଭାସିନୀ ମାଝୀ

ଗରୀବ ଅସହାୟ ବିକଳାଙ୍ଗ ପରିବାରର ପାଇଁ ଏଠି ସରକାର ଙ୍କ ଯୋଜନା ଫେଲ୍ । ଏମିତି ଏକ ଲୁହଭରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଟୁମୁଲାପଦର ଗାଁ ର ଦୃଶ୍ୟ ସେହି ଗାଁରେ ରହି ଆସୁଛନ୍ତି ୪୦ ବର୍ଷ ର ପ୍ରଭାସିନୀ ମାଝୀ । ପରିବାର କହିଲେ ସ୍ବାମୀ ଝିଅ ତିନି ପରିବାର । ଭାଗ୍ୟକୁ ଆଦରି ଦୁଃଖ ଯନ୍ତ୍ରଣାରେ ଚାହିଁ ବସିଛନ୍ତି ପ୍ରଭାସିନୀ ମାଝୀ ଦୁଇଟି ଗୋଡ଼ ସଠିକ୍ […]

ଅପରାଧ ରାଜ୍ୟ

ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌, ଟଙ୍କା ବୁଡିବା ପରେ ଆତ୍ମହତ୍ୟା କଲେ ଯୁବକ

ଜଗତସିଂହପୁର ୦୪।୦୭ : ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ । ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧିନ ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ପରିଡା ବୋଲି ଜଣାପଡିଛି । ପରିବାର ଲୋକେ ଦେବେନ୍ଦ୍ରଙ୍କ ଶବଦାହ ପାଇଁ ଗାଁ ମଶାଣୀକୁ ନେଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ଶବ ଜବତ କରିଛି । ଖବର ଅନୁଯାୟୀ, ଭୁଆଶୁଣି ଗାଁର […]

ଅପରାଧ ରାଜ୍ୟ

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ

ଭୁବନେଶ୍ବର ୪।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ ହୋଇଛି । ଟିମ୍‌ରେ କଲେଜର ୭ ଜଣ ସଦସ୍ୟ ଅଛନ୍ତି । ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ସେପଟେ ସୋମବାର ହେବାକୁ ଥିବା ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ରହିଥିଲା । ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । […]