ବସ୍ତାରେ ଭର୍ତ୍ତି ମୃତଦେହ ଉଦ୍ଧାର, ସାଇକେଲ୍ରେ ଲଦା ହୋଇ ପଡିଛି ରାସ୍ତା କଡାରେ
ଧର୍ମଗଡ ୪।୭: ଧର୍ମଗଡ-ରାସ୍ତା କଡରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତାରେ ପଡିଛି ମୃତଦେହ । ବ୍ୟକ୍ତିଟିକୁ ମାରି ଏକ ବସ୍ତାରେ ପୁରାଇ ସାଇକେଲରେ ଲଦି ରାସ୍ତା କଡରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବ ଉଦ୍ଧାର କରିଛି । ତଦନ୍ତ କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ […]