ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଅଭିଯୋଗ : ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ, ତହସିଲଦାରଙ୍କୁ ନୋଟିସ୍ ଜାରି
ବଲାଙ୍ଗିର ୪।୭: ବଲାଙ୍ଗିର ଧୁମାମରା ଜମି କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜମି ମାଫିଆ ମାଧବ ପୃଷ୍ଟି ସହ ଉତ୍ତମ ନାଗକୁ ଗିରଫ କଲା ସଦର ଥାନା ପୋଲିସ I ଅନ୍ୟ ଜଣେ ସହଯୋଗୀ ଦେବରାଜ ରାଉତ ଥାନାରେ ଅଟକ l ହ୍ୟାଣ୍ଡରାଇଟିଂ ବ୍ୟୁରୋଙ୍କୁ ଜବତ ଦସ୍ତାବିଜ ପଠାଗଲା I ସେପଟେ ୯୧ CRPCରେ ତହସିଲଦାରଙ୍କୁ ନୋଟିସ୍ ଜାରି କଲା ବଲାଙ୍ଗୀର ପୋଲିସ I ଉଲ୍ଲେଖଯୋଗ୍ୟ ଯେ, […]