ବିଜେବି କଲେଜରେ ପୁଣି ରାଗିଂ: ଥମିବାର ନାଁ ନେଉନି ବିବାଦ
ଭୁବନେଶ୍ୱର: ରୁଚିକା ଆତ୍ମହତ୍ୟା ମାମଲାର ଗୁମର ଫିଟି ନଥିବା ବେଳେ ରାଗିଂର ଆସିଛି ଆଉ ଏକ ଅଭିଯୋଗ । ଯୁକ୍ତ ୨ଦ୍ୱିତୀୟ ବର୍ଷର ବାଣିଜ୍ୟ ବିଭାଗର ଜଣେ ଛାତ୍ର ଏପରି ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ଅଭିଯୋଗ ଅନୁସାରେ ସହପାଠୀମାନେ ତାଙ୍କୁ ମାଡ଼ ମାରିବା ସହିତ ବାଇକ ଛଡ଼ାଇ ନେଇଥିବା ଜଣାପଡ଼ିଛି । ଏନେଇ ଛାତ୍ର ଜଣକ ନିକଟସ୍ଥ ବଡ଼ଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି, ରାଜଧାନୀ ବିଜେବି କଲେଜରେ […]

