ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ସହିତ ଅଧିକ ସମୟ କାଟିବେ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ।‌ ବୃଷ: ଆପଣ ଏଭଳି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘଦିନ ଅପେକ୍ଷା କରିଥିଲେ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।‌ ମିଥୁନ: ସମାଜରେ ଯଶ ଖ୍ୟାତି ବଢ଼ିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପାରିବାରିକ […]

ଅପରାଧ ଦେଶ ବିଦେଶ ରାଜ୍ୟ

ଚୋର ସନ୍ଦେହରେ ପ୍ରାଣାନ୍ତକ ଆକ୍ରମଣର ଶିକାର ଯୁବକଙ୍କ ମୃତ୍ୟୁ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଇଂଚୁଡ଼ି ପଞ୍ଚାୟତର ସରପଞ୍ଚଙ୍କ ପ୍ରରୋଚନାରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି କୁନା ଦଳେଇ(୩୫)। ଏହି ଘଟଣାକୁ ନେଇ ଏବେ ଇଞ୍ଚୁଡ଼ି ଅଂଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟଲୋକେ ଇଂଚୁଡ଼ି ସରପଞ୍ଚଙ୍କ ଘର ଆଗରେ ହୋହଲ୍ଲା କରୁଥିବା ବେଳେ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ଇଂଚୁଡ଼ିପାହି ଅଞ୍ଚଳର ଜଣେ […]

ଅପରାଧ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା

ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ଛାତ୍ରୀ ଏବେ ରାଗିଂର ଶିକାର ହେଉଛନ୍ତି । ଭୁବନେଶ୍ୱରରୁ ଯାଇ ବାଲେଶ୍ୱରରେ ପହଞ୍ଚିଲାଣି ରାଗିଂର ଡିଆଁ ରୋଗ । ଗତ କିଛି ଦିନ ତଳେ ବିଜେବି କଲେଜରେ ରାଗିଂ କାରଣରୁ ରୁଚିକାଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲରେ ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଦିନେ ନୁହେଁକି ଦୁଇ ଦିନ ନୁହେଁ ଦୀର୍ଘ ୫ ଦିନ ମୃତ୍ୟୁ ସହ ସଂଘର୍ଷ କରି […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ, ୬୦୦ ରୁ ରଖିଲେ ୫୮୩ ନମ୍ୱର

ସମ୍ୱଲପୁର ୦୭/୦୭: ମାଟ୍ରିକ ପରୀକ୍ଷା ଫଳରେ ୫୮୩ ମାର୍କ ରଖି ଯୁଗ୍ମ ଭାବରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଚାଷୀ ପରିବାରର ଝିଅ । ସମ୍ୱଲପୁର କଲମାଟି ଗ୍ରାମର ଚାଷୀ ଗୋକୁଳାନନ୍ଦ ପ୍ରଧାନଙ୍କ ଝିଅ ଗୀତିକା ପ୍ରଧାନ ଜିଲ୍ଲା ପାଇଁ ଏହି ଗର୍ବ ଆଣିଛନ୍ତି । ସେ ୬୦୦ ମାର୍କରୁ ୫୮୩ ମାର୍କ ରଖି ଏହି ସଫଳତା ହାତେଇଛନ୍ତି । ଗୋବିନ୍ଦପାଲି ଶିଶୁ ମନ୍ଦିର ଛାତ୍ରୀ ଗୀତିକା ଏହାର ଶ୍ରେୟ ମାଁ ବାପା ଓ ଶିକ୍ଷକ […]

ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବର୍ଷା ଋତୁରେ ହୁଏ କେଶ ସମସ୍ୟା : କେଶ ଝଡ଼ିବାରୁ ମୁକ୍ତି ପାଇବାକୁ ଲଗାନ୍ତୁ ଏହି ୩ଟି ତେଲ

ଭୁବନେଶ୍ୱର : ଏବେ ମୌସୁମି ପ୍ରଭାବେରେ ବର୍ଷା ହେଉଛି। ଏହି ଋତୁରେ ଲୋକମାଙ୍କର ଅଧିକ ଚୁଟି ଝଡ଼ିବା ସସସ୍ୟା ଦେଖାଯାଏ। ପ୍ରକୃତରେ ଏହି ପାଗରେ ପରିବେଶରେ ଆର୍ଦ୍ରତା ବଢୁଥିବାରୁ ଚୁଟିର ଲୋମକୂପ ବନ୍ଦ ହୋଇଯାଏ। ଏହି କାରଣରୁ ଚୁଟି ଫାଟିବା, ଶୁସ୍କ ହେବା, ଚୁଟି କୁଣ୍ଢାଇ ହେବା ଓ ସ୍କାଲ୍ପ ଇନଫେକସନ (ଚୁଟିରେ ହେଉଥିବା ଏକ ସଂକ୍ରମଣ) ସାମାନ୍ୟ ବଢିଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମୌସୁମି ସମୟରେ ଏହି ୩ଟି ତେଲକୁ ବ୍ୟବହାର […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଝିଅଙ୍କୁ କିପରି କରିବେ ଖୁସି.., ଜାଣନ୍ତୁ Googleରେ ଆଉ କଣ ସବୁ ଲୁଚି ଲୁଚି ସର୍ଚ୍ଚ କରନ୍ତି ଅବିବାହିତ ପୁଅମାନେ

ନୂଆଦିଲ୍ଲୀ: ଆଜିର ଦିନରେ ସମସ୍ତେ ଗୁଗୁଲ୍ ବ୍ୟବହାର କରନ୍ତି। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୁଗୁଲରୁ ମିଳିଥାଏ। ଆପଣ କଣ ସର୍ଚ୍ଚ କରୁଛନ୍ତି ତାହା ଅତି ସହଜରେ ଡିଲିଟ କରି ହେବ। କିନ୍ତୁ ଏଥିରୁ ଅନେକ ତଥ୍ୟ ସଞ୍ଚୟ ହୋଇଯାଏ ଏବଂ ତାପରେ ଏହା ସର୍ଭେ ଏବଂ ରିପୋର୍ଟ ପାଇଁ ବ୍ୟବହୃତ ହୁଏ। ସମ୍ପ୍ରତି ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ଜଣାପଡିଛି ଯେ ଗୁଗୁଲରେ ପୁରୁଷ ଏବଂ ପୁଅମାନେ ଗୁଗୁଲରେ କଣ ଅଧିକ ସର୍ଚ୍ଚ ସର୍ଚ୍ଚ କରନ୍ତି। ଯାହା […]

ରାଶିଫଳ

ରାଶିଫଳ(ଗୁରୁବାର,୦୭ ଜୁଲାଇ,୨୦୨୨)

ମେଷ: ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ । ଶରୀରରେ ଫୂର୍ତ୍ତିର ଅଭାବ ରହିବ । ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ ନାହିଁ । ବୃଷ: କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ । ଅତ୍ୟଧିକ କାମର ବୋଝରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କମିବ ଖାଦ୍ୟ ତୈଳ ଦର, ସାରା ଦେଶରେ ରହିବ ସମାନ ମୂଲ୍ୟ: ଜାଣନ୍ତୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖାଦ୍ୟତୈଳ ଦରକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ତେଣୁ ଏହି ଦରକୁ ହ୍ରାସ କରିବା ସରକାରଙ୍କ ପକ୍ଷରୁ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ଗତ ମାସରେ ଲିଟର ପିଛା ୧୦-୧୫ ଟଙ୍କା ହ୍ରାସ କରାଯାଇଥିବା ବେଳେ ଏବେ ଏହାକୁ ଆଉ ୧୦ ଟଙ୍କା କମ କରିବା ପାଇଁ ଚିନ୍ତା କରାଯାଉଛି । ସରକାର ଏ ନେଇ ଖାଦ୍ୟ ତୈଳ କମ୍ପାନୀକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଗ୍ଲୋବାଲ ମାର୍କେଟରେ ଦାମ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପକେଟ୍ ଖର୍ଚ୍ଚ ପାଇଁ ମାସକୁ ୧୫୦୦ ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦେଶରେ ଚାକିରିକୁ ନେଇ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସରକାରୀ ଠାରୁ ବେସରକାରୀ କ୍ଷେତ୍ର ପର୍ଯ୍ୟନ୍ତ, ଚାକିରିର ସୁଯୋଗ ବହୁତ କମ ହୋଇଯାଉଛି । ଏହି କାରଣରୁ ଦେଶରେ ବେକାରଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ନିଜ ରାଜ୍ୟର ବେକାରମାନଙ୍କୁ ପ୍ରତି ମାସରେ ବେକାରୀ ଭତ୍ତା ବା ପ୍ରଦାନ କରୁଛନ୍ତି । ମଧ୍ୟପ୍ରଦେଶ ସରକାର ଶିକ୍ଷିତ ବେକାରଙ୍କୁ ପ୍ରତିମାସରେ ଭତ୍ତା ପ୍ରଦାନ କରୁଛନ୍ତି, […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ଘାଇଲା କରୁଛି ମହାମାରୀ କରୋନା: ଆଜି ରାଜ୍ୟରୁ ୪୨୮ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଆଜିବି ୪୦୦ରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୪୨୮ ଜଣ କରୋନାରେ […]