ଅପରାଧ ରାଜ୍ୟ

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ନାବାଳକ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ ସହ ୫୩ ହଜାର ଟଙ୍କା ଜରିମନା

କେନ୍ଦୁଝର ୧୧।୭: କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୨୦ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଜଣେ ନାବାଳକ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ ସହ ୫୩ ହଜାର ଟଙ୍କା ଜରିମନା କରାଯାଇଛି । ଜରିମନା ଅନାଦେୟ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସ କୋର୍ଟ । ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ଘଟଗାଁ ଥାନା ଡଲଙ୍ଗପଶି ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଘଟଣା । ପୂର୍ବରୁ ଏହି ଘଟଣାରେ ଅନ୍ୟ ଦୁଇ […]

ଅପରାଧ ରାଜ୍ୟ

ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଦୋକାନରେ ପାନ ଖାଇବା ବେଳେ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣା : ୨ ଅଭିଯୁକ୍ତ ଗିରଫ

ସାଲେପୁର ୧୧।୭: ଜଗତପୁର ଥାନା ଗୋପୀନାଥପୁର ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ଗୋପୀନାଥପୁର ବଜାରରେ ପାନ ଦୋକାନରୁ ପାନ କିଣୁଥିବା ବେଳେ ୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ଜଗତପୁର ପୋଲିସ । ଲୁଟରେମାନେ ହେଲେ କେନ୍ଦ୍ରାପଡା ଅଂଚଳର ମନୋଜ ଦାସ, ଭଦ୍ରକ ଅଂଚଳର ରାମ ଦାସ । ସେମାନଙ୍କ ନିକଟରୁ ୨୯ ହଜାର ଟଙ୍କା, ୨ଟି ମୋବାଇଲ ଓ ଗୋଟିଏ ମଟରସାଇକେଲ ଜବତ କରିଥିବା ନେଇ […]

ଅପରାଧ ରାଜ୍ୟ

ପୁଣି ଅଲୋଡା ଶିଶୁ କନ୍ୟା, ଗାଁ ନିକଟ କାଜୁ ଜଙ୍ଗଲରୁ ଉଦ୍ଧାର କଲେ ଗ୍ରାମବାସୀ

ପାଟଣା ୧୧।୭: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର କିଛି ଲୋକ ସୋମବାର କାଜୁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଗାଁରେ ଜଣାଇବା ପରେ ଆଶା ଦିଦି ଡାଲିମ୍ବ […]

ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ରଡ୍‌ରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସୋର ୧୧।୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ରଡ୍‌ରେ ଆକ୍ରମଣ । ରଡ଼ରେ ଯୁବକଙ୍କ ଆଖିକୁ ଭୁସି ଦେଲେ ଆକ୍ରମଣକାରୀ । ଆକ୍ରମଣରେ ଗୁରୁତର ଯୁବକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବର୍ତ୍ତନା ପଞ୍ଚାୟତ ଆନ୍ଦୋଳା ଗ୍ରାମରେ ଭରତ ବେହେରାଙ୍କୁ କିଛି ଯୁବକ ଆମ୍ବ ହୋତା କେନାଲ ନିକଟରେ ଅଟକାଇ ରଡରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଭରତଙ୍କର ଆଖିକୁ ରଡରେ ଭୁସିଦେବା ସହିତ ଶରୀରର ବିଭିନ୍ନ […]

ଅପରାଧ ରାଜ୍ୟ

ମହିମାଗାଦୀରେ ବକଳ ଧାରୀ ଓ କୌପନୀଧାରୀ ମହିମା ସାଧୁ ମୁହାଁମୁହିଁ, ବ୍ୟାପକ ପୋଲିସ ଫୋର୍ସ ମୁତୟନ

ଢେଙ୍କାନାଳ ୧୧।୭: ବିଶ୍ବପ୍ରସିଦ୍ଧ ମହିମା ଗାଦିରେ ମହାବିବାଦ । ଜାଗା ଦଖଲକୁ ନେଇ ଦୀର୍ଘ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ଆଉ ଏକ ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଯାଉଛି । ଏପରିକି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମାଗାଦିରେ ମାହାଳ ମୂଳଠାରେ ଥିବା କୌପନୀଧାରୀ ମହିମା ସମାଜ ପକ୍ଷରୁ ସାଧନା ପୀଠ କୁହାଯାଉଥିବା ଜାଗାକୁ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି । ତେବେ ଏହି ଜାଗାରେ କୌପନୀଧାରୀ ମହିମା ସାଧୁ ତାଙ୍କର […]

ଅପରାଧ ରାଜ୍ୟ

ଘରେ କେହି ନଥିବା ବେଳେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଅସହାୟ ମହିଳାଙ୍କୁ ଧମକ ଅଭିଯୋଗ

ସାଲେପୁର ୧୧।୭: ସାଲେପୁରରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଅସହାୟ ମହିଳାଙ୍କୁ ଧମକ ଦେଇ ଘର ପୋଡିଥିବା ସୂଚନା ମିଳିଛି । ଏଭଳି ଘଟଣା କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଅଞ୍ଚଳରେ ଘଟିଛି । ସୂଚନାଯୋଗ୍ୟ ଯେ, ଉର୍ମିଳା ସିଂ ନାମକ ଜଣେ ଅସହାୟ ମହିଳା ଏବଂ ତାଙ୍କ ପୁଅ ଘରେ ନଥିବା ସମୟରେ ସ୍ଥାନୀୟ ଅଞ୍ଚଳର କେହି ଦୁର୍ବୃତ୍ତ ଘରେ ନିଆଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍ ସଂକ୍ରମଣ ବଢୁଥିବାରୁ କଟକଣା କଡାକଡି କଲା ବିଏମ୍‌ସି : ସପିଂ ମଲ୍, ଦୋକାନରେ ଭିଡ ନକରିବାକୁ କଡା ତାଗିଦ

ଭୁବନେଶ୍ବର ୧୧।୭: କୋଭିଡ୍ ସଂକ୍ରମଣ ବଢୁଥିବାରୁ BMC ପକ୍ଷରୁ କଡ଼ାକଡ଼ି ହେଲା କଟକଣା । ସପିଂ ମଲ୍, ଦୋକାନରେ ଭିଡ଼ ନକରିବାକୁ ମଧ୍ୟ କଡ଼ା ତାଗିଦ କରାଯାଇଛି । ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ନିଶ୍ଚିତ କରିବେ ମଲ୍ କର୍ତ୍ତୃପକ୍ଷ । ମଲ୍ ଗୁଡିକର ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ BMC ପରାମର୍ଶ ଦେଇଛି । ରାସ୍ତା କଡ […]

ଅପରାଧ ରାଜ୍ୟ

କାର୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେଲର, ୨ ଆହତ

ଜାମଗାଁ ୧୧।୭: ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକରେ କୋଇଲା ବୋଝେଇ ଟ୍ରେଲର ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇ ଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ଓଆର୨୩ଡି୪୯୦୯ ନମ୍ବର ବିଶିଷ୍ଟ ଏକ କାର୍ ଝାରସୁଗୁଡା […]

ଅପରାଧ ରାଜ୍ୟ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା’ ହତ୍ୟା ?

ଧର୍ମଗଡ ୧୧।୭: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁ ଶିବମନ୍ଦିର ନିକଟରେ ଥିବା ଏକ ବର ଗଛରେ ଜଣେ ଯୁବଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗାଁର ଦିବାକର ମାଝୀ ବୋଲି ଜଣାପଡିଛି । ସେ ନିଜ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବାହାରିଲା ଜେଇଇ ମେନ୍ ରେଜଲ୍ଟ : ଓ୍ୱେବସାଇଟରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୧/୦୭: ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ Jeemain.nta.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା। ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। […]