ଅପରାଧ ରାଜ୍ୟ

ଇଟାଭାଟିରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଯାଜପୁର ୦୭।୦୮: ଇଟାଭାଟିରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। କ୍ଷତାକ୍ତ ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶ୍ରମିକ ଜଣଙ୍କ କୋହ୍ଲା ଗାଁର ମକର ଚନ୍ଦ୍ର ସାହାଣୀ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେପଟେ ଘଟଣାସଂପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ମକରଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। […]

ଅପରାଧ ରାଜ୍ୟ

ଦସ୍ତଖତ ଜାଲ୍‌: ଫୋରେନସିକ୍ ରିପୋର୍ଟ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ୍ ଦସ୍ତଖତରେ ୮୦ କୋଟି ଟଙ୍କାର ଫଲ୍‌ସ ବିଲ୍ ଘଟଣା ଏବେ ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ପୂର୍ବରୁ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏହି ଟଙ୍କା ହଡ଼ପ ସମ୍ବନ୍ଧରେ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ବସିପଡ଼ିଥିଲା। ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ତଦନ୍ତ କରି […]

ଅପରାଧ ଧର୍ମ ରାଜ୍ୟ

ଶ୍ରୀମନ୍ଦିର ରୋଷ ଘରେ ନିଆଁ ଲାଗିଲା

ପୁରୀ : ଶନିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଘର ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହେଉଛି। ଯଦ୍ୱାରା ସର ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଶୁଣିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ଯମୁନା କୁଅ ନିକଟରେ ଥିବା ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହୋଇଥିଲା। ଏହି ନିଆଁ ଲାଗିବା ସମ୍ପର୍କରେ ସିଂହଦ୍ବାର ଅଗ୍ନିଶମକୁ ଖବର ଦିଆଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସମ୍ପୃକ୍ତ […]

ଅପରାଧ ରାଜ୍ୟ

ପରିବେଶ ପ୍ରତି ବିପଦ କନ୍ଦାକୁଡ଼ା ପଥର ଖାଦାନ: ରାଜସ୍ବ ସଂଗ୍ରହ ଆଳରେ ଭୁଲୁଣ୍ଠିତ ହେବ ଜଙ୍ଗଲ

ଝାରସୁଗୁଡ଼ା: ଗୋଟିଏ ପଟେ ଜଙ୍ଗଲ ସଂରକ୍ଷଣ ପାଇଁ ପଦକ୍ଷେପ କଥା କୁହାଯାଉଥିବା ବେଳେ ଆଉ ଗୋଟେ ପଟେ ଘଞ୍ଚ ବନାନୀକୁ ନଷ୍ଟ କରିବା ପାଇଁ ବାଟ ଫିଟାଇ ଦିଆଯାଉଛି। ଜଙ୍ଗଲ ନୀତି ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା କଥା ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ରହିଛଇ ମାତ୍ର ୧୫ ପ୍ରତିଶତ ଜଙ୍ଗଲ। ଯାହାକି ଅଧାରୁ ମଧ୍ୟ କମ୍ ଅଟେ। ଜିଲ୍ଲାରେ ଥିବା ଖଣି, ଖାଦାନ, କାରଖାନା ଏବଂ ବଢ଼ୁଥିବା ସହର ଯୋଗୁଁ ଜଙ୍ଗଲ ଜମି […]

ଅପରାଧ ଦେଶ ବିଦେଶ

ପାର୍ଥ-ଅର୍ପିତା ୧୪ ଦିନ ପାଇଁ ଜେଲ୍‌ ଗଲେ

କୋଲକାତା : ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଶୁକ୍ରବାର ଦିନ ୧୪ ଦିନ ପାଇଁ ଜେଲ୍‌ ହାଜତକୁ ପଠାଯାଇଛି । ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତରେ ଶୁକ୍ରବାର ଦିନ ଉଭୟଙ୍କୁ ହାଜର କରାଯାଇଥିଲା ଏବଂ ଅଦାଲତ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୨୩ରେ ଉଭୟଙ୍କ ଗିରଫଦାରୀ ପରେ ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ୍‌ରେ […]

ଅପରାଧ ରାଜ୍ୟ

ଜିଲ୍ଳା ଯୋଗାଣ ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା କର୍ମଚାରୀ

ବଲାଙ୍ଗୀର ୦୬/୦୮: ବଲାଙ୍ଗିର ଜିଲ୍ଲା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ନିର୍ଯାତନା ଓ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ ଅଧସ୍ତନ ମହିଳ ଏସିଏସଓ କର୍ମଚାରୀ । ମହିଳା କର୍ମଚାରୀ ଜଣକ ହେଲେ ପୁଷ୍ପଲତା ଦାସ । ପୁଷ୍ପଲତା ଦାସ ପୌର ପରିଷଦରେ ଏସିଏସଓ ଭାବେ କାର୍ଯ୍ୟରତ। ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ସପୃକ୍ତ ମହିଳା କର୍ମଚାରୀ ପୁଷ୍ପଲତା ଦାସ । ଦାୟିତ୍ୱ ନେବା ଦିନଠାରୁ ବାବୁଙ୍କ ହାକିମାତି । ଭୁଲିଗଲେ […]

ଅପରାଧ ରାଜ୍ୟ

ରେଳ ଷ୍ଟେସନରୁ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଝାରସୁଗୁଡା ୬।୮: ଝାରସୁଗୁଡା ଧୁତ୍ରା ରେଳ ଷ୍ଟେସନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଦକ୍ଷିଣପୂର୍ବ ରେଳପଥରେ ଥିବା ଧୁତ୍ରା ରେଳ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମ ଡାଉନ୍ ମେନଲାଇନ୍ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ରେଳବାଇ ପୋଲିସ […]

ଅପରାଧ ରାଜ୍ୟ

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା’ ହତ୍ୟା ?

ଉଦଳା ୬।୮: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରେ ଶନିବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

ଲୁଟ୍‌ ପାଇଁ ଫାଇନାନ୍ସ ଅଫିସରେ ପଶିଥିଲେ ଲୁଟେରା, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲା ଦୁର୍ବୃତ୍ତ

ଢେଙ୍କାନାଳ ୦୬।୦୮ : ଢେଙ୍କାନାଳ ମଣପୁରମ ଫାଇନାନ୍ସ ଅଫିସରେ ସଶସ୍ତ୍ର ଡକାୟତି ଉଦ୍ୟମ । ପିସ୍ତଲ ଓ ଭୁଜାଲି ଧରି ଲୁଟ୍‌ ପାଇଁ ପଶିଥିଲେ ତିନି ଜଣ ଦୁର୍ବୁତ୍ତ । କିନ୍ତୁ ସାଇରନ ବାଜିରୁ ବ୍ଲାକ ପଲସରରେ ଖସି ପଳାଇଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ଶନିବାର ସ୍ପଷ୍ଟ ଦିବାଲୋକରେ ଏକ ବ୍ଲାକ ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ଫାଇନାନ୍ସ ସଂସ୍ଥାରେ ପଶିଥିଲେ । ଢେଙ୍କାନାଳ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ୍‌ କ୍ଷେପଣାସ୍ତ୍ର ମାଡ଼ର ଜବାବ ଦେବ ଜାପାନ

ଟୋକିଓ : ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସି ତାଇୱାନ ପରେ ଜାପାନ ଗସ୍ତରେ ଯାଇ ଚୀନ୍‌ ବିରୋଧୀ ବୟାନ ଦେଇଥିବାରୁ ଏଥିରେ ଚୀନ୍‌ ଅଧିକ ଉଗ୍ର ହୋଇଉଠିଛି । ତାଇୱାନ ଚାରିପଟେ ବୃହତ୍ତମ ସମରାଭ୍ୟାସ ଆରମ୍ଭ କରିଥିବା ଚୀନ୍‌ ଜାପାନକୁ ଟାର୍ଗେଟ୍‌ କରି ୫ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି। ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜାପାନ ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚୀନ୍‌ର ଏଭଳି ଆକ୍ରମଣର ଜବାବ […]