ଜଣେ ଅଭିଭାବକ ବଞ୍ଚିଥିଲେ ବି ପିଲାଙ୍କୁ ମାଗଣାରେ ମିଳିବ ଉଚ୍ଚଶିକ୍ଷା
ଭୁବନେଶ୍ବର: ଯଦି କୌଣସି ପିଲାର ଜନ୍ମ ଦେଇଥିବା/ପାଳନ କରୁଥିବା ବାପାମା’ ନଥିବେ ତେବେ ସେମାନଙ୍କୁ ‘ଗ୍ରିନ୍ ପାସେଜ୍ ଯୋଜନା’ରେ ମାଗଣାରେ ଉଚ୍ଚ ଶିକ୍ଷା ପ୍ରଦାନ କରାଯାଉଛି। କିନ୍ତୁ କୋଭିଡ-୧୯ରେ ବହୁ ପିଲା ସେମାନଙ୍କ ବାପା ମା’ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଯେଉଁ ପିଲାଙ୍କର ଜନ୍ମ ଦେଇଥିବା/ପାଳନ କରୁଥିବା ବାପାମା’ ନଥିବେ/ଉଭୟ ବାପାମା’ଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲେ/ଜଣେ ରୋଜଗାରକ୍ଷମ ଅଭିଭାବକଙ୍କର ମୃତ୍ୟୁ ହୋଇଥିଲେ /ପିଲା ଶିଶୁ […]