ଚୋରାରେ ହେଉଥିଲା ଚାଲାଣ, ଦୁଇଟି କେନ୍ଦୁପତ୍ର ବୋଝେଇ ଗାଡି ଜବତ
ଆଠମଲ୍ଲିକ ୦୩।୦୯ : ଦୁଇ କେନ୍ଦୁପତ୍ର ଗାଡି ଜବତ। ଆଠମଲ୍ଲିକ ବନଖଣ୍ଡର ଦୁଇଟି ରେଞ୍ଜରୁ କେନ୍ଦୁପତ୍ର ବୋଝେଇ ଗାଡି ଜବତ। ବୋଝେଇ କେଦୁପତ୍ର ମୁଲ୍ୟ ଆକଳନ ହେଇ ନଥିଲେବି ଦୁଇ ଗୋଟି ଚଡାଉରେ ୯ କୁଇଣ୍ଟାଲରୁ ଅଧିକ ଓଜନର କେଦୁପତ୍ର ଜବତ କରିବାରେ ସଫଳ ହେଇଛି ଆଠମଲ୍ଲିକ ବନବିଭଗ । ଖବର ଅନୁଯାୟୀ, ମାଧପୁର ରେଞ୍ଜର କିଆକଟା ଛକ ନିକଟରୁ ଏକ ବୋଲେରୋରେ କେନ୍ଦୁପତ୍ର ଲୋଡ଼ ଗାଡିକୁ ଜବତ କରିଥିବା ସମୟରେ ଡ୍ରାଇଭର ଫେରାର ହେଇଥିଲା । […]