ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ‘କାୟାକଳ୍ପ’ ବିଜେତା, ୨୪୧୩ ସ୍ବାସ୍ଥ୍ୟାନୁଷ୍ଠାନ ଯୋଗ୍ୟ ବିବେଚିତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଭୁବନେଶ୍ବର : ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍ଏଚ୍ଏମ୍), ଓଡ଼ିଶା ପକ୍ଷରୁ ୨୦୨୨-୨୩ ମସିହା ପାଇଁ ‘କାୟାକଳ୍ପ’ ପୁରସ୍କାର ଘୋଷଣା ହୋଇଛି। ରାଜ୍ୟର ସମୁଦାୟ ୨୪୧୩ଟି ସ୍ବାସ୍ଥ୍ୟାନୁଷ୍ଠାନ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ […]









