ବେଆଇନ୍ ଚାନ୍ଦା ଆଦାୟ ପ୍ରତିବାଦରେ ପ୍ରତିବାଦ, ବସ୍ ଚଳାଚଳ ବନ୍ଦ କଲା ଭଦ୍ରକ ବସ୍ ସିଣ୍ଡିକେଟ୍
ଭୁବନେଶ୍ୱର ୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିଛି ଭଦ୍ରକ ବସ ସିଣ୍ଡିକେଟ୍ । ଚାନ୍ଦା ଆଦାୟ ସହ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି । ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି । ଫଳରେ ଅନ୍ୟ ଷ୍ଟପେଜରେ ବସ୍ ଠିକ ସମୟରେ ପହଞ୍ଚିପାରୁନାହିଁ । ପ୍ରତିବାଦରେ ଭଦ୍ରକ ବସ୍ […]
