ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର
ନୂଆପଡ଼ା ୦୫/୧୦: ଶୌଚ ହେବାକୁ ନେଇ ଗଣ୍ଡଗୋଳ। ଏହି ଝଗଡ଼ା ଉଗ୍ରରୂପ ନେବାରୁ ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର। ଖଡିଆଳ ଥାନା ପୁଟୁପଡାରେ ଏପରି ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସାହୁପଡ଼ାର ୨ଜଣ ଲୋକ ପୁଟୁପଡା କଲେଜ୍ ରୋଡରେ ଶୌଚହେବା ବେଳେ ସ୍ଥାନୀୟ ଦୁଇଜଣ ବାସିନ୍ଦା ସେମାନଙ୍କୁ ସେଠାରେ ଶୌଚ ହେବାକୁ ମନା କରିଥିଲେ। ପରେ ଏହାକୁ ନେଇ ସେମାନଙ୍କ ଝଗଡ଼ା ହେବା ସହିତ ମଧ୍ୟରେ ସହ ଧସ୍ତାଧସ୍ତି ହୋଇଥିଲା। ପରେ ଏହି ଝଗଡ଼ା […]