ଜମ୍ମୁ-କାଶ୍ମୀର ଜେଲ ଡିଜିଙ୍କୁ ହତ୍ୟା, ବାସଭବନରୁ ମିଳିଲା ରକ୍ତାକ୍ତ ମୃତଦେହ
ଶ୍ରୀନଗର ୦୪।୧୦ : ଜମ୍ମୁ କଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା। ଜମ୍ମୁ ଉଦୟିୱାଲା ସ୍ଥିତ ଘରୁ ତାଙ୍କର ମୃତଦେହ ଠାବ ହୋଇଛି । ୫୭ ବର୍ଷୀୟ ଲୋହିଆଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ହତ୍ୟା ପରେ ତାଙ୍କୁ ଜଳାଇ ଦେବାକୁ ଅଭିଯୁକ୍ତ ଚେଷ୍ଟା ମଧ୍ୟ କରିଛି। ତେବେ ଲୋହିଆଙ୍କ ଘରେ ସହାୟକ ଭାବେ କାମ କରୁଥିବା ବ୍ୟକ୍ତି […]