‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା
ଗଞ୍ଜାମ : ନୂଆବର୍ଷ ପୂର୍ବରାତିରେ ଜଣେ ମଦ୍ୟମ ସ୍ବାମୀର ‘ଜିରୋନାଇଟ୍’ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଜିରୋନାଇଟ୍’କୁ ଯିବା ଏବଂ ଭୋଜିଭାତ ପାଇଁ ଟଙ୍କା ନଦେବାରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତଥାପି, ‘ଜିରୋନାଇଟ୍’ ନିଶା ମୁଣ୍ଡରୁ ଉତୁରିନଥିଲା ତା’ର। ମୃତଦେହ ଘରେ ପଡ଼ିଥିବା ବେଳେ ସେ ‘ଜିରୋନାଇଟ୍’ ପାଳିବାକୁ ଚାଲିଯାଇଥିଲା। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଓ ହୁମ୍ମା ଫାଣ୍ଡି ଅଧୀନ ପାଳିବନ୍ଧ ପଞ୍ଚାୟତ ମୟୂରପଦା ଗ୍ରାମରେ ଏଭଳି ଏକ ଅଭାବନୀୟ […]









