୭୮ ଥର କରୋନା ପଜିଟିଭ୍ ହେଲେ ବ୍ୟକ୍ତି, ବର୍ଷେ ହେବ ଅଛନ୍ତି ହସ୍ପିଟାଲ୍ରେ
ନୂଆଦିଲ୍ଲୀ ୧୨/୦୨; ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ପରିସ୍ଥିତି। ମହାମାରୀ କବଳରେ ଆସି ଲକ୍ଷାଧିକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି। ଏଥିସହ ପ୍ରତ୍ୟେକ ଦିନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମିତ ଥିବା ବ୍ୟକ୍ତି ସୁସ୍ଥ ମଧ୍ୟ ହେଉଛନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏକାଧିକ ଥର ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ଥରେ କିମ୍ବା ଦୁଇ ଥର ନୁହେଁ ୭୮ ଥର କରୋନା ପଜିଟିଭ୍ ହୋଇଛନ୍ତି। ଏହି […]