ରାଜ୍ୟ ସ୍ୱାସ୍ଥ୍ୟ

ଚିକିତ୍ସାଠୁ ବଳିପଡ଼ୁଛି ରହିବା ଦୁଃଖ, ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ରୋଗୀ

ଭୁବନେଶ୍ୱର : ରାଜ୍ୟରେ ସବୁଠି ସ୍ୱାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମି ଓ ଚିକିତ୍ସା ପାଇଁ ଭୁବନେଶ୍ବର ଆସିବାକୁ ବାଧ୍ୟ ହୁଅନ୍ତି ଅଧିକାଂଶ ରୋଗୀ। ସ୍ଥିତି ଏଭଳି ଯେ ଏଠାରେ ଏମ୍ସ, ସମ୍‌, ଆପୋଲୋ, ଆମ୍ରି, କେୟାର, ଉତ୍କଳ, ସ୍ପର୍ଶ, କିମ୍ସ, ହାଇଟେକ୍‌ ଭଳି ଡାକ୍ତରଖାନାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ପ୍ରାୟ ଦୁଇରୁ ଅଢ଼େଇ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ଅନୁମାନ କରାଯାଏ। ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଚିକିତ୍ସା ଠାରୁ ରହିବା ଦୁଃଖ […]

ଦେଶ ବିଦେଶ ମନୋରଞ୍ଜନ

‘ଦ ଫେମ୍‌ ଗେମ୍‌’ରେ ନଜର ଆସିବେ ମାଧୁରୀ ଦୀକ୍ଷିତ୍‌, ନେଟ୍‌ଫ୍ଲିକ୍ସରେ ହେବ ଷ୍ଟ୍ରିମିଂ

ନୂଆଦିଲ୍ଲୀ ୧୧।୦୨ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତଥା ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଦ ଫେମ୍ ଗେମ୍’ରେ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିବ ।ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ଫେମ୍ ଗେମ୍’ରେ ସେ ଏକ ଫିଲ୍ମ ଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ଯାହାର ଚରିତ୍ର ତାଙ୍କ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ସିରିଜ୍‌ରେ […]

କଳା ଓ ସଂସ୍କୃତି ରାଜ୍ୟ

ଶୁକଶାରୀ ମନ୍ଦିର ନିକଟରେ ଖନନ: ବାହାରିଲା ଆଉ ଏକ ମନ୍ଦିରର ଜଗମୋହନ

ପୁରୁଣା ଭୁବନେଶ୍ୱର: ଶୁକଶାରୀ ମନ୍ଦିର କଡ଼ରେ ଭାରତୀୟ ପୁରାତତ୍ତ୍ଵ ବିଭାଗ(ଏଏସ୍ଇ) ଦ୍ଵାରା ଚାଲିଥିବା ଖନନ ବେଳେ ପୁଣି ଏକ ପ୍ରାଚୀନ ମନ୍ଦିର ଅଂଶ ଦେଖିବାକୁ ମିଳିଛି। ଏହା ଏକ ପୁରାତନ ମନ୍ଦିରର ଜଗମୋହନ ଅଂଶ ବୋଲି ପ୍ରତ୍ନତତ୍ତ୍ବବିତ୍‌ କହିଛନ୍ତି। ଆଜି ଅପରାହ୍ନରେ ଏଏସ୍ଆଇ ପକ୍ଷରୁ ଖନନ ବେଳେ ଏହି ପୁରାତନ ମନ୍ଦିରର ୪ଟି ବଡ଼ ବଡ଼ ପଥର ଦେଖିବାକୁ ମଳିଛି। ଏଏସ୍ଆଇ କର୍ମଚାରୀ ଶୁକଶରୀ ନିକଟରେ ଖନନ ବେଳେ ପୂର୍ବ ଦିଗରୁ ମାଟି ବାହାର କରିବା ବେଳେ […]

ରାଜ୍ୟ ସ୍ୱାସ୍ଥ୍ୟ

ରକ୍ତ କର୍କଟ ସହ ଲଢ଼ୁଛନ୍ତି ସ୍ବାମୀ: ଜୀବନ ଭିକ୍ଷା କରୁଛି ସ୍ତ୍ରୀ

ଭୁବନେଶ୍ବର: ପୁଅ ଚାକିରି କଲା। ସେହି ଭରସାରେ ଝିଅକୁ କରଜ କରି ବାହାଘର କରିଦେଲେ। ମାତ୍ର ଦଇବ ସହିଲା ନାହିଁ କୌଣସି କାରଣରୁ ପୁଅର ମୃତ୍ୟୁ ହୋଇଗଲା। ଏପଟେ ସ୍ବାମୀ ମରଣ ସହ ଲଢ଼େଇ କରୁଛନ୍ତି। ବର୍ଷେ ହେଲାଣି ସ୍ବାମୀ ରକ୍ତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ସାହାଯ୍ୟ ପାଇଁ ସମସ୍ତଙ୍କ ପାଖରେ ନେହୁରା ହେଉଛନ୍ତି ମାତ୍ର କେହି ଶୁଣିବାକୁ ନାହାନ୍ତି। ସ୍ବାମୀଙ୍କୁ ଧରି ନୟାଗଡ଼ ଓଡ଼ଗାଁରୁ ଭୁବନେଶ୍ବରରେ ଚାଲିଆସିଛନ୍ତି ସ୍ତ୍ରୀ ପ୍ରଭାତୀ। ସ୍ବାମୀଙ୍କ ଜୀବନ ବଞ୍ଚାଇବା […]

ଖେଳ ଦେଶ ବିଦେଶ

‘ଭାଗ୍ୟ ବିରାଟ କୋହଲିଙ୍କ ସାଥିରେ ନାହିଁ’ : ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ, ୧୧।୦୨ : ଲଗାତର ବିଫଳ ହେଉଛନ୍ତି ବିରାଟ କୋହଲି । ଚାଲୁନି ବ୍ୟାଟ୍ । ବାହାରୁନି ରନ୍ । ଯାହାକୁ ନେଇ ଭାରତୀୟ ଦଳର ଚିନ୍ତା ବଢିଯାଇଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦୁଇଟି ଦିନିକିଆରେ ବିରାଟ ଫେଲ୍ ମାରିଥିଲେ । ପ୍ରଥମ ଦିନିକିଆରେ ମାତ୍ର ୮ ରନ୍ କରିଥିଲେ ରନ୍ ମେସିନ୍ ବିରାଟ । ଅନେକ ମ୍ୟାଚ୍ ଖେଳିଥିଲେ ବି ସେ ୭୧ତମ ଶତକ ପୂରଣ କରିପାରୁ ନାହାଁନ୍ତି । ତେବେ ବିରାଟଙ୍କ ଫର୍ମକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚନ୍ଦ୍ରଶେଖରପୁରରେ ନାଇଟ୍‌ କର୍ଫ୍ୟୁକୁ ଫୁ’: ପୁଲିସ ମୁଖ୍ୟ ରାସ୍ତାରେ, ଅମାନିଆ ଗଳିକନ୍ଦିରେ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁକୁ ଅମାନିଆ ଓ ଅପରାଧୀମା‌ନେ ଫୁ’ କରି ଦେଇଥିବା ଦେଖାଯାଉଛି। ଏହି ଅଞ୍ଚଳର ବାର୍‌ଗୁଡ଼ିକର ଗ୍ରାହକମାନେ ରାତିରେ ଫେରିବା ବେଳେ ରାସ୍ତାରେ ଉତ୍ପାତ କରୁଛନ୍ତି। ପୁଲିସ କିଛି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଅପରାଧୀମାାନେ ଗଳିକନ୍ଦିରେ ଅନାୟାସରେ ବିଚରଣ କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ସାଙ୍ଗକୁ ଚୋରି ଛିନ୍‌ତାଇ ବଢ଼ିବାରେ ଲାଗିଛି। ଅମାନିଆମାନଙ୍କ ଦ୍ରୁତ ଗାଡ଼ିଚାଳନା ସାଧାରଣ ଲୋକଙ୍କ ପାଇଁ କାଳ […]

ଖେଳ ଦେଶ ବିଦେଶ

ତୃତୀୟ ଦିନିକିଆ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ, ୧୧।୦୨ :ଶୁକ୍ରବାର ଅହମ୍ମଦାବାଦରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛ ଭାରତ । ତେବେ ଶେଷ ଦିନିକିଆ ଜିତି ଦଳ କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ପ୍ରଥମେ ବୋଲିଂ କରିବାକୁ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

‘କଚ୍ଚା ବାଦାମ’ର ଗାୟକଙ୍କୁ ସମ୍ମାନ, ସୋସିଆଲ ମିଡିଆରେ ଗୀତ ଭାଇରାଲ ପରେ ସମ୍ମାନୀତ କଲା ପୋଲିସ

ପଶ୍ଚିମବଙ୍ଗ ୧୧/୦୨: ଆଜିକାଲି ସୋସିଆଲ ମିଡିଆରେ ବେଶ୍ ବାଇରାଲ ହେଉଛି ଗୀତ କଚ୍ଚା ବାଦାମ । କେବଳ ଭାଇରାଲ ନୁହେଁ ଏହାକୁ ନେଇ ଅନେକ ରିଲ ମଧ୍ୟ କରୁଛନ୍ତି । ଏହି ଗୀତଟିକୁ ଗାଇ ବି ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ପଶ୍ଚିମବଙ୍ଗର ଛୋଟ ସହରରେ ବାଦାମ ବିକ୍ରି କରୁଥିବା ଭୁବନ ବାଦକର । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ, ଏହି ଗୀତଗୁଡ଼ିକ ଇନଷ୍ଟାଗ୍ରାମରେ ସମାନ୍ତରାଳ ଭାବରେ ତିଆରି କରୁଛନ୍ତି । ‘କଚ୍ଚା […]

ଧର୍ମ ରାଜ୍ୟ

ମାଘ ମାହାତ୍ମ୍ୟ’ରେ ରକ୍ଷକା-ତିଳୋତ୍ତମା ବୃତ୍ତାନ୍ତ

ଦୀନକୃଷ୍ଣ ଦାସ ବିରଚିତ ‘ମାଘ ମାହାତ୍ମ୍ୟ’ ମାଘସ୍ନାନର ପୁଣ୍ୟ ବ୍ୟାଖ୍ୟାନ କରୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ। କିନ୍ତୁ ମାଘସ୍ନାନର ପୁଣ୍ୟ ଫଳରେ ଜଣେ ବିଧବା ଯେ ଚିରଦିନ ପାଇଁ ଦେବଲୋକରେ ସ୍ଥାନ ପାଇଥିଲେ, ତାହା ଏହି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ‘ମାଘ ମାହାତ୍ମ୍ୟ’ ଅନୁସାରେ, ସେହି ବିଧବାଙ୍କର ନାଆଁ ରକ୍ଷକା। ସତ୍ୟଯୁଗରେ, ଏକ ଧାର୍ମିକ ଦ୍ୱିଜ ପରିବାରରେ ତାଙ୍କର ଜନ୍ମ। ବିବାହ ବୟସ ହେବାରୁ ପିତାମାତା ତାଙ୍କୁ ଜଣେ ଉତ୍ତମ ବ୍ରାହ୍ମଣ ଯୁବକଙ୍କୁ ବିବାହ ଦେଇଥିଲେ। କିନ୍ତୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଖସୁଛି କରୋନା ଗ୍ରାଫ୍, ୩ ସପ୍ତାହରେ ଟିପିଆର ୮୦ % କମିଲାଣି

ନୂଆଦିଲ୍ଲୀ, ୧୧/୦୨ ଦେଶରେ କରୋନା ସଂକ୍ରମଣ ସ୍ଥିତିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ଏବଂ ଦୈନିକ ଟେଷ୍ଟ ପଜିଟିଭିଟି ହାର ଗତ ୩ ସପ୍ତାହ ମଧ୍ୟରେ ୮୦% ହ୍ରାସ ପାଇଛି । କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଏହି ସୂଚନା ଦେଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ୧୪୧ ଜିଲ୍ଲାରେ ସାପ୍ତାହିକ ଟେଷ୍ଟ ପଜିଟିଭିଟି ହାର […]