ଦେଶ ବିଦେଶ ମନୋରଞ୍ଜନ

ଭିକିଙ୍କ ସହ ବିଦେଶରେ ଛୁଟି କାଟୁଛନ୍ତି କ୍ୟାଟ୍ରିନା, ଗ୍ଲାମରସ୍‌ ଲୁକ୍‌ରେ ସେୟାର କଲେ ଫଟୋ

ମୁମ୍ବାଇ ୦୯।୦୫ : କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବିବାହ ପରଠାରୁ ଦୁହେଁ ବହୁତ ଚର୍ଚ୍ଚାକୁ ଆସିଛନ୍ତି । ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଭାବେ ଦୁହେଁ ବେଶ୍‌ ପରିଚିତ। ବିବାହ ପରଠାରୁ ଦୁହେଁ ପରସ୍ପରକୁ ସଠିକ୍ ଭାବରେ ସମୟ ଦେବାରେ ସକ୍ଷମ ନୁହଁନ୍ତି । ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କ୍ୟାଟ୍ରିନା ଓ ଭିକି ଆଜି ଭଳି ଖାସ୍‌ ଦିନ ପାଇଁ ଦୁହେଁ ଛୁଟି ନେଇଛନ୍ତି । ଦୁହେଁ ଏହି ଦିନକୁ ସ୍ପେଶାଲ୍‌ କରିବାକୁ […]

ଦେଶ ବିଦେଶ ମନୋରଞ୍ଜନ

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ ! ସୋସିଆଲ୍‌ ମିଡିଆରେ ହେଲାଣି ଚର୍ଚ୍ଚା…

ମୁମ୍ବାଇ ୦୯।୦୫ : ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ସୋନା ସୋସିଆଲ୍‌ ମିଡିଆ ଖୁବ୍‌ କମ୍‌ ଆକ୍ଟିଭ୍‌ ରୁହନ୍ତି । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ଚର୍ଚ୍ଚାରେ ଶୁଣିବାକୁ ମିଳିଥିଲା ସୋନାକ୍ଷୀ ସିହ୍ନାଙ୍କ ନାମ । କୁହାଯାଉଥିଲା କି ସେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଆଲୋଚନାର ବିଷୟ ପାଲଟିଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ଏକ ଛବି ସେୟାର କରିଛନ୍ତି […]

ଅପରାଧ ରାଜ୍ୟ

ନ୍ୟାୟ ତ ମିଳିଲାନି, ଏବେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ…

ଯାଜପୁର ୦୯।୦୫ : ନ୍ୟାୟ ତ ମିଳିଲାନି, ଏବେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ । ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପିହୁର ମା’ ମୋନାଲିସା। ଅସହାୟ ମା’ ନିଜ ସନ୍ତାନକୁ ହରାଇବା ଦୁଃଖ ସହିନପାରି ଶେଷରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ପିହୁ ନିଖୋଜ ଘଟଣାକୁ ଇତିମଧ୍ୟରେ ୨ବର୍ଷ ବିତିବାକୁ ବସିଲାଣି । ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, କ୍ରାଇମବ୍ରାଞ୍ଚ୍‌, ଶିଶୁ କମିଶନର, ରାଜ୍ୟପାଳଙ୍କ […]

ଖେଳ ଦେଶ ବିଦେଶ

ଥୋମାସ ଆଣ୍ଡ ଉବେର କପ୍ : ବିଜୟ ସହ ଅଭିଯାନ ଆରମ୍ଭ କଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍

ନୂଆଦିଲ୍ଲୀ, ୦୯/୦୫: ଥାଇଲାଣ୍ଡର ବ୍ୟାଙ୍କ୍‌କ ଠାରେ ଆରମ୍ଭ ହୋଇଥିବା ଥୋମାସ ଆଣ୍ଡ୍‌ ଉବେର କପ୍‌ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଭାରତୀୟ ପୁରୁଷ ଓ ମହିଳା ଦଳ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଭାରତୀୟ ପୁରୁଷ ଦଳ ୫-୦ରେ ଜର୍ମାନୀକୁ ପରାସ୍ତ କରିଥିବାବେଳେ ମହିଳା ଦଳ ୪-୧ରେ କାନାଡ଼ାକୁ ପରାଜିତ କରିଥିଲା । ଥୋମାସ କପ୍‌ (ପୁରୁଷ)ରେ ଅନୁଷ୍ଠିତ ଗ୍ରୁପ୍‌-ସି’ ମ୍ୟାଚ୍‌ରେ ଭାରତ କ୍ଲିନ୍‌ସୁଇପ୍‌ ବିଜୟ ହାସଲ କରିଥିଲା । ବିଶ୍ୱ ଚାମ୍ପିଅନସିପ୍‌ […]

ଖେଳ ଦେଶ ବିଦେଶ

ଦୁନିଆ ଧ୍ୱଂସ ହୋଇଯିବନି…’ : ପ୍ଲେ-ଅଫ୍ ପ୍ରଶ୍ନକୁ ନେଇ ଏମିତି କହିଲେ ଧୋନୀ

ନୂଆଦିଲ୍ଲୀ, ୦୯/୦୫: ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଚତୁର୍ଥ ବିଜୟ ହାସଲ କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ପରାସ୍ତ କରିଛି । ମ୍ୟାଚର ହିରୋ ଥିଲେ ଡେଓ୍ୱାନ କାନଓ୍ୱେ ଓ ମୋଇନ ଅଲ୍ଲୀ । ଏହି ବିଜୟ ସହ ସିଏସକେ ଏବେବି ପ୍ଲେ ଅଫ ରେସରେ ରହିଛି । ଦଳ ଏବେସୁଦ୍ଧା ୧୧ ମ୍ୟାଚରୁ ୪ଟିରେ ବିଜୟ ଲାଭ କରିଛି । ପ୍ଲେ ଅଫକୁ […]

ଖେଳ ଦେଶ ବିଦେଶ ରାଜ୍ୟ

ସନ୍ଧ୍ୟାରେ ମୁମ୍ବାଇ ବନାମ କୋଲକାତା : ‘କର ବା ମର’ ସ୍ଥିତିରେ ନାଇଟରାଇଡର୍ସ

ନୂଆଦିଲ୍ଲୀ, ୦୯/୦୫: ଚଳିତ ଆଇପିଏଲ୍‌ର ୫୬ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଜରୁରୀ ରହିଥିବାରୁ ଆଜିର ମ୍ୟାଚ୍‌ରେ ସବୁ ଶକ୍ତି ଖଟାଇବାକୁ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ ଦୌଡରୁ ବାଦ ପଡ଼ି ସାରିଥିବାରୁ କେବଳ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ । ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର […]

ଅପରାଧ ଦେଶ ବିଦେଶ

ଗୋଟିଏ ରାତିରେ ୨ଟି ଚୋରି, ଗ୍ରୀଲ୍‌ ତାଡି ନେଇଗଲେ ସୁନା ଗହଣା

ପାଟଣା ୦୯।୦୫ : ଗ୍ରୀଲ ତାଡି ଲୁଟିନେଲେ ସୁନା-ଗହଣା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଇଁସରା ଗାଁରୁ ଏହି ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଟାଇଁସରା ଗାଁର ବାଇଧର ସାହୁଙ୍କ ଘରର ଝରକା ଗ୍ରୀଲ୍‌ ତାଡି ସୁନା କାନଫୁଲ, ରୂପା ପାଉଁଜି ଲୁଟି ନେଇଛନ୍ତି ଲୁଟେରା । ସେହିପରି ଅନ୍ୟ ଜଣେ ଶିକ୍ଷୟତ୍ରୀ ସାରଦା ମହାନ୍ତଙ୍କ ଘରେ କେହିନଥିବା ବେଳେ ଝରକା ଗ୍ରୀଲ୍‌ ତାଡି […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୋଲିସ ମାଧ୍ୟମରେ ଧମକ ଦେଇଥିବା କହିଲେ ପୀଡିତା

ନୂଆଦିଲ୍ଲୀ ୯।୫: ଦିଲ୍ଲୀ ତିମାରପୁରରେ ଜଣେ ମହିଳା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକ ନିଲୋତ୍ପଳ ମୃଣାଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତିମାରପୁର ଥାନା ପୋଲିସ ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଦୁଷ୍କର୍ମ ନେଇ ଏଫଆଇଆର ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ପୋଲିସ କହିଛି ଯେ, ତିମାରପୁର ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ରୁଜୁ ଏଫଆଇଆରରେ କୁହାଯାଇଛି ଯେ, […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଷ୍ଟିୟରିଂ ଉପରୁ କଣ୍ଟ୍ରୋଲ ହରାଇଲେ ଡ୍ରାଇଭର, ଡିଭାଇଡର ଉପରେ ଚଢିଗଲା ବସ : ୨୫ ଆହ

ବାଙ୍ଗାଲୋର ୦୯/୦୫: ଭୟଙ୍କର ବସ ଦୁର୍ଘଟଣା । ୨୫ ଜଣ ଆହତ ଓ ୪ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ କେଏସଆରଟିସିର ଏକ ବସ ୪୫ରୁ ଅଧିକ ଯାତ୍ରୀଙ୍କୁ ନେଇ ମାଡିକେରୀରୁ ବାହାରିଥିଲା। ତେବେ କେଙ୍ଗେରୀ ପୋଲିସ ଷ୍ଟେସନ ପାଖରେ ବସଟି ଭାରସାମ୍ୟ ହରାଇଥିଲା । ଏହା ରାସ୍ତା କଡରେ ଥିବା ଏକ ଡିଭାଇଡର […]

ଅପରାଧ ଦେଶ ବିଦେଶ

ଏହି ୬ଟି ରେଳ ଷ୍ଟେସନକୁ ବୋମାରେ ଉଡାଇଦେବାକୁ ଧମକ, ଜୈସ୍-ଇ-ମହମ୍ମଦ ନାଁରେ ଆସିଛି ଚିଠି

ନୂଆଦିଲ୍ଲୀ ୯।୫: ଉତ୍ତରାଖଣ୍ଡର ଅନେକ ରେଲଓ୍ବେ ଷ୍ଟେସନକୁ ବୋମା ପକାଇ ଉଡାଇଦେବାକୁ ଧମକ ଦିଆଯାଇଛି । ଏହାପରେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ରୁଡକି ରେଲଓ୍ବେ ଷ୍ଟେସନର ଅଧୀକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ଲସ୍କର, ନଜିବାବାଦ, ଡେରାଡୁନ, ରୁଡକି, ଋଷିକେଶ, ହରିଦ୍ବାର ରେଳ ଷ୍ଟେସନ ସମେତ ଅନେକ ଧାର୍ମିକ ସ୍ଥଳକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ଅସ୍ପଷ୍ଟ ହିନ୍ଦୀରେ ଲେଖାଯାଇଥିବା ଏହି ଚିଠିକୁ ପଠାଇଥିବା […]