ଅପରାଧ ରାଜ୍ୟ

ବିଦ୍ୟାଳୟ ସମସ୍ୟା ନେଇ ବିଡ଼ିଓ ଙ୍କୁ ଭେଟିଲେ ସମିତି ସଭ୍ୟା

କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଖଜୁରୀପଡ଼ା ବିଦ୍ୟାଳୟ ଅନେକ ସମସ୍ୟା ମଧ୍ୟରେ ଗତିରୁଛି ଶ୍ରେଣୀ ଗୃହ ଭଙ୍ଗାରୁଜା ଅବସ୍ଥାରେ ରହିଛି । ପାନୀୟ ଜଳ ଏବଂ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଣି ର ସମସ୍ୟା ରହିଛି । ଫିରିଙ୍ଗିଆ ସମିତି ସଭ୍ୟା ମୈସୁମି ପ୍ରଧାନ ଏବଂ କୁଇ ସମାଜ ଯୁବ ନେତା ଉଦ୍ଧବ କହଁର ବିଦ୍ୟାଳୟ ପରିଦର୍ଶନ ରେ ଯାଇ ବିଦ୍ୟାଳୟ ର ଭିତ୍ତିଭୂମି ଦେଖିଥିଲେ । ଛାତ୍ର ଛାତ୍ରୀ ଶିକ୍ଷୟିତ୍ରୀ ଙ୍କ ସହ […]

ଅପରାଧ ରାଜ୍ୟ

ବିପଦ ସଙ୍କୁଳ ଅବସ୍ଥାରେ ଗଛ, ଭୟରେ ଅଞ୍ଚଳ ବାସୀ

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଛକ ନିକଟରେ ଥିବା ଏକ ବିରାଟ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରାୟ 50 ବର୍ଷ ର ଗଛ ହୋଇଥିବା ବେଳେ ଏହା ଡାଳ ଗଛ ମୂଳ ଶୁଖି ଯାଇ ଗଛଟି ମରି ଯାଇଛି । ବେଳେ ବେଳେ ପବନ ବେଗରେ କିଛି କିଛି ଶୁଖି ଯାଇଥିବା କାଠ କୁଡିକ ତଳେ ଖସି ପଡ଼ୁଥିବାରୁ ଭୟରେ ଅଞ୍ଚଳ ବାସୀ । ଏହି ଛକ ନିକଟରେ ପ୍ରତ୍ୟେକ ସପ୍ତାହ […]

ଅପରାଧ ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ୱର ସିଂଘ ସହ ମାଂସ ଜବତ

କରଞ୍ଜିଆ ୧୦/୦୫: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଶିକାରୀ ଗିରଫ । ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ । ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଏଦେଲବେଡା ଏବଂ କାଶୀବେଡାର ୨ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଗିରଫ ଦୁଈ ଜଣ ଶିକାରୀ […]

ଶନିଦେବଙ୍କ କୋପ ଦୃଷ୍ଟିରେ ୯ଟି ରାଶି ଉପରେ ପଡିବ,ସତର୍କ ରୁହନ୍ତୁ

ମେଷ ଏହି ସପ୍ତାହରେ ଆପଣ କାର୍ଯ୍ୟରେ ଏବଂ ଘରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ପ୍ରସ୍ତୁତ ରୁହନ୍ତୁ | ବ୍ୟବସାୟିକ କାର୍ଯ୍ୟକଳାପ ସାଧାରଣ ପରି ଜାରି ରହିବ | ବିରୋଧୀମାନେ ସତର୍କ ରହିବାକୁ ଆବଶ୍ୟକ କରିବେ, ତେଣୁ ଆପଣ ଯେତେ ସମ୍ଭବ ଆଚରଣ କରି ହୃଦୟ ଜିତିବାକୁ ଚେଷ୍ଟା କରନ୍ତୁ | ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରନ୍ତୁ କିମ୍ବା ଜଣେ ସାଧୁଙ୍କୁ ଭେଟିବା, ଏହା ଆପଣଙ୍କ ମନକୁ ଶାନ୍ତି ଏବଂ ଆରାମ ପ୍ରଦାନ କରିବ | […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ଆଉ ମାତ୍ର ୧ ଦିନ ପରେ ୫ଟି ରାଶିରେ ଭାଗ୍ୟର ଚାବି ଖୋଲୁଛି – ମିଳିବ ପ୍ରଚୁର ଧନ

ତେବେ 1 ଦିନ ପରେ ଆସନ୍ତା କାଲି ଠାରୁ ଶନି ଦଶା ରୁ ମୁକ୍ତି ପାଇବା ପାଇଁ ଜାଉଛନ୍ତି ଏହି 5 ଟି ରାଶି ର ଲୋକ ମାନେ ଆସନ୍ତା କାଲି ଠାରୁ ଗ୍ରହ ମାନଙ୍କର ଗତି ବିଧି ରେ କିଛି ପରିବର୍ତନ ଦେଖିବା ପାଇଁ ମିଳିବ । ଜାହା ଫଳ ରେ ଶନି ଦେବ ଏହି ରାଶି ମାନଙ୍କ ଉପରେ ପ୍ରଶନ୍ନ ହେବେ ,ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ଛଅ ଗୋଟି […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ଦୀର୍ଘ 41 ବର୍ଷ ପରେ ମହାଦେବ ହେଲେ ପ୍ରସନ୍ନ,ଏହି 4ଟି ରାଶି ଉପରେ କରିବେ ଧନ ବର୍ଷା

ଭଗବାନ ଶିବଙ୍କୁ ଶାସ୍ତ୍ରରେ ତ୍ରିଦେବ କୁହାଯାଏ | ଭଗବାନ ଶିବଙ୍କୁ ବିନାଶର ଦେବତା ମଧ୍ୟ କୁହାଯାଏ | ଏହିପରି ଭଗବାନ ଶିବଙ୍କର ସମୁଦାୟ 12 ଟି ନାମ ପ୍ରସିଦ୍ଧ | ଆଜି ଆମେ ଭଗବାନ ଶିବଙ୍କ ବିଷୟରେ କହୁଛୁ କାରଣ ଆଗାମୀ ଦିନରେ ଭଗବାନ ଶିବ ତାଙ୍କର ରାଶିର କିଛି ଅସୀମ ଅନୁଗ୍ରହକୁ ଗାଧୋଇବାକୁ ଯାଉଛନ୍ତି | ମହାକାଳଙ୍କ ଅନୁଗ୍ରହରେ ଏହି ରାଶିଫଳର ଭାଗ୍ୟ ବୃଦ୍ଧି ପାଉଛି | କେଉଁ 4 ଟି ରାଶିର ଚିହ୍ନ ଯାହା […]

ଅପରାଧ ରାଜ୍ୟ

କଲେଜ ନ ଯାଇ ହୋଟେଲରେ ପ୍ରେମିକ ସହ ବିତାଉଥିଲେ ସମୟ, ହଠାତ ଚାଲିଗଲା ପ୍ରେମିକାର ଜୀବନ

ବରଗଡ଼ ୦୯।୦୫: ପ୍ରେମିକାର ସନ୍ଦେହ ଜନକ ମୃତ୍ୟୁ । କଲେଜକୁ ନଯାଇ, ହୋଟେଲକୁ ଯାଇଥିଲେ । କିଛି ସମୟ ହୋଟେଲରେ ସମୟ ବିତାରଇଲେ ପ୍ରେମିକା-ପ୍ରେମିକ । ତାପରେ ଅଚାନକ ପ୍ରେମିକାର ହୋଇଗଲା ମୃତ୍ୟୁ । ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପୋଲିସ ଆଗରେ ସତ ମାନିଛି ପ୍ରେମିକ । ବରଗଡ଼ ଗାଇସିଲେଟ୍‌ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ଗାଇସିଲେଟ୍‌ ଥାନା ଅଞ୍ଚଳରେ […]

ଅପରାଧ ରାଜ୍ୟ

୧୬ଟି ବାଇକ୍‌ ଜବତ କଲା ପୋଲିସ, ଚୋରି ଗାଡ଼ି ଫେରିପାଇଲେ ମାଲିକ

ଭଦ୍ରକ ୦୯।୦୫ : ପୋଲିସ୍‌ କବ୍‌ଜାରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ । ଜବତ ହେଲା ୧୬ଟି ବାଇକ । ଜବତ ହୋଇଥିବା ଚୋରି ବାଇକକୁ ମାଲିକଙ୍କୁ ଫେରାଇଛି ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଭଦ୍ରକାଳୀଙ୍କ ଘୋଡ଼ା ମେଳଣ ବେଳେ ବାଇକ ଚୋରି ହୋଇଥିଲା । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହିକ୍ରମରେ ଭଦ୍ରକ ପୋଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କ ଗିରଫ କରିଛି । ଏହାସହ […]

ରାଜ୍ୟ ସ୍ୱାସ୍ଥ୍ୟ

ଦେବାଳିଆ ହେବାରୁ ବର୍ତ୍ତିବ ଫ୍ୟୁଚର ଗ୍ରୁପ୍, ବୀମା କାରବାର ବିକି ସୁଝିବ ଋଣ

ଫୁଲବାଣୀ ୦୯।୦୫ : କିଛି ମାସ ପରେ ପୁଣି ଥରେ ଲେଉଟିଛି କରୋନା । ରବିବାର ଦିନ ଜିଲ୍ଲାରୁ ଏକାଥରକେ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ଲଗାତର ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗୁମଗଡ଼ରୁ ଜଣେ, ବାରଖମାରୁ ଜଣେ, ଦାରିଙ୍ଗବାଡ଼ିରୁ ୨ ଜଣ ରହିଛନ୍ତି । ସେମାନ ଆଉ କାହା ସହିତ ସଂସ୍ପର୍ଶରେ ଆସିଛନ୍ତି । ସେନେଇ […]

ଅପରାଧ ରାଜ୍ୟ

ନାତି ମାଛ ମାଗିଲା ବୋଲି ମାଡ: ଦୁଇ ବୋହୂଙ୍କୁ ମାଡ ମାରି ଘରୁ ତଡିଦେଲେ ଶାଶୂ, ନ୍ୟାୟ ପାଇଁ ବାରଣ୍ଡାରେ ବସିଲେ

ବ୍ରହ୍ମପୁର ୦୯/୦୫ : ମାଛ ପାଇଁ ମହାଭାରତ । ଏମିତିକି ଦୁଇ ବୋହୂଙ୍କୁ ଘରୁ ବାହାର କରିଦେଲେ ଶ୍ଵଶୁର ଘର ଲୋକେ । ନ୍ୟାୟ ପାଇଁ ଶ୍ଵଶୁର ଘର ଆଗରେ ଧାରଣା ଦେଇଛନ୍ତି ଦୁଇ ଯା । ବ୍ରହ୍ମପୁର ମାର୍ଥାପେଟା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ଥାଉକି, ରଶ୍ମି ବେହେରା ଓ ସସ୍ମିତା ବେହେରା ଦୁଇ ଭଉଣୀ ଗୋଟିଏ ଘରେ ବିବାହ କରିଥିଲେ । ବ୍ରହ୍ମପୁର ମାର୍ଥାପେଟା ସାହିରେ ହୋଇଥିଲା ଉଭୟଙ୍କର ବିବାହ । […]