ଅପରାଧ ରାଜ୍ୟ

କପି ରୋକିବାରୁ ମାଡ଼ ମାରିଥିଲେ ପରୀକ୍ଷାର୍ଥୀ, ଏବେ ବାନ୍ଧିଲା ପୋଲିସ

ପାଟଣା ୦୯।୦୫ : ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲୁଙ୍ଗା ଗାଁର ଅଜିତ କୁମାର ବାରିକକୁ ଗିରଫ କରିଛି ତୁରୁମୁଙ୍ଗା ଥାନା ପୋଲିସ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବିଲାରାମଚନ୍ଦ୍ରପୁର ଗାଁର ଘଟଣା । ଖବର ଅନୁଯାୟୀ, ଗତ ଶନିବାର ଦିନ ହାଇସ୍କୁଲ ପରୀକ୍ଷାର ଶେଷ ଦିନ ଥିଲା । ସାହାରପଡା ବ୍ଲକ ବିଲା ରାମଚନ୍ଦ୍ରପୁର ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ଚାଲୁଥିବାର ଖବର ଆସିଥିଲା । ଏହାପରେ ପରୀକ୍ଷା […]

ଅପରାଧ ରାଜ୍ୟ

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, ଜଙ୍ଗଲକୁ ଯାଇଥିବାବେଳେ ହାବୁଡରେ ପଡିଯାଇଥିଲେ ଅଚ୍ୟୁତ

ଢେଙ୍କାନାଳ ୦୯/୦୫ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ମୃତଦେହକୁ ଜବତ କଲା ବନବିଭାଗ । ଜଣେ ବୃଦ୍ଧଙ୍କୁ ଅତି ବିଭତ୍ସ ଭାବେ ଦଳି ମାରିଦେଇଛି ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟସ୍ଥ ଜଙ୍ଗଲରେ ଘଟିଛି ଏହି ଘଟଣା । ମୃତକ ହେଲେ ହିନ୍ଦୋଳ ଏନଏସି ୱାର୍ଡ ନଂ.୧୫ ଆଳୁସିଂହ ର ଅଚ୍ୟୁତ ସାହୁ । ଗତ କାଲିଠାରୁ […]

ଅପରାଧ ରାଜ୍ୟ

୪୦ ଲକ୍ଷ ଟଙ୍କାର ମୂର୍ତ୍ତି ଚୋରି ! ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲୁଟେରା

ବାଲିପାଟଣା ୦୯।୦୫ : ୪୦ ଲକ୍ଷ ଟଙ୍କାର ମୂର୍ତ୍ତି ନେଇଗଲେ ଲୁଟେରା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଟଙ୍କପାଣି ସ୍ଥିତ ଏକ ମନ୍ଦିରରୁ ଏପରି ବଡ଼ଧରଣର ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଭୋର ସମୟରେ ପୂଜକ ମନ୍ଦିର ପୂଜାର୍ଚ୍ଚନା ପାଇଁ ଆସିଥିଲେ । ହଠାତ୍‌ ସେ ଦେଖିଲା ବେଳକୁ ମନ୍ଦିରର ତାଲା ଭଙ୍ଗାଯାଇଥିବା ବେଳେ ଠାକୁରଙ୍କ ପ୍ରତିମା ଚୋରୀ ହୋଇଛି । ମନ୍ଦିରରେ […]

ଅପରାଧ ରାଜ୍ୟ

ଆମ୍ବୁଲାନ୍ସରେ ଚାଲିଥିଲା ଚୋରାଚାଲାଣ : ୭୫ କେଜି ଗଞ୍ଜେଇ ଜବତ, ମାଫିଆ ଗିରଫ

ଫୁଲବାଣୀ ୦୯।୦୫ : ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ କାରବାର । ଚଢାଉ କରି ୭୫ କେଜି ଗଞ୍ଜେଇ ଜବତ କଲା ଅବକରୀ ବିଭାଗ । ଏହାସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ଖବର ଅନୁଯାୟୀ, ରବିବାର ଦିନ ସଂଧ୍ୟା ସମୟରେ ପ୍ରୟାସ ନାମକ ଏକ ବେସରକାରୀ ସଂସ୍ଥା ଆମ୍ବୁଲାନ୍ସରେ ୭୫ କେଜି ଗଞ୍ଜେଇ ଅନୁଗୁଳ ଜିଲ୍ଲାକୁ ଚୋରା ଚାଲାଣ କରୁଥିଲା । ବିଶେଷ ସୁତ୍ରରୁ ଖବର ପାଇ […]

ଅପରାଧ ରାଜ୍ୟ

ରାସ୍ତା ତଳକୁ ଖସିଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ଚାନ୍ଦବାଲି ୦୯/୦୫ : ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ଶଗଡ଼ିଆ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଲା ବାଲି ବୋଝେଇ ହାଇୱା । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲ୍ ପର । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଡିଟି କେନ୍ଦ୍ରାପଡ଼ା ଜିଲ୍ଲାରୁ ବାଲି ନେଇ ଚାନ୍ଦବାଲି ବାଂଶଡା ବ୍ରିଜ ନିକଟକୁ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । ଖବର […]

ଅପରାଧ ରାଜ୍ୟ

ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା

ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଉଛନ୍ତି କୁଆଁରମୁଣ୍ଡା, ରିଉଁ ଅଞ୍ଚଳର ସହର ଝରା (୪୫)। ବୁଧବାର ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଭାଙ୍ଗିଯିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ୱାର୍ଡ ବାହାରକୁ ଆସି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି। ୭/୮ ବର୍ଷ ପୂର୍ବେ ପତ୍ନୀ ଘର ଛାଡ଼ି ଚାଲିଯାଇଥିବା କହିଛନ୍ତି ମୃତକଙ୍କ ସମ୍ପର୍କୀୟ। […]

ଅପରାଧ ରାଜନୀତି ରାଜ୍ୟ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଜଗଦେବ ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ଏକ ଡ଼ାକ୍ତରୀ ଟିମ୍ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଶ୍ରୀ ଜଗଦେବଙ୍କ ଆଖି, ରକ୍ତଚାପ, ହୃଦ୍ ରୋଗ, ଅସ୍ଥି ରୋଗ ସଂପର୍କ ରେ ପରୀକ୍ଷା କରାଯାଇଥିଲା। ପୂର୍ବରୁ ଶ୍ରୀ ଜଗଦେବଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ରିପୋର୍ଟ ମଧ୍ୟ ଯାଞ୍ଚ କରାଗଲା। ହାଇକୋର୍ଟଙ୍କ […]

ଅପରାଧ ରାଜ୍ୟ

ବିଶ୍ବ ମାତୃ ଦିବସରେ ମା’କୁ ମିଳିଲାନି କାନ୍ଧ, ୧୮ ଘଣ୍ଟା ପରେ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ: ଆଜି ବିଶ୍ବ ମାତୃ ଦିବସ। ଶିକ୍ଷିତ ସମାଜ ମା’ଙ୍କୁ ନେଇ ଆଜି ଉତ୍ସବ ମନାଉଛି। ହେଲେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଲାସିଙ୍ଗା ଗ୍ରାଗାଁରେ ଜଣେ ମା’ର ଶବ ସତ୍କାର ହୋଇ ନପାରି ପଡ଼ି ରହିଥିଲା। ଦୀର୍ଘ ୧୮ ଘଣ୍ଟା ପରେ ବୌଦ୍ଧ ସହର ବୁଟୁପାଲିର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହଯୋଗରେ ଶବ ସତ୍କାର କରିଛନ୍ତି। ସୂଚନା ଅନୁସାରେ ବଲାସିଙ୍ଗା ଗ୍ରାମର ଜାତୀୟ ରାଜପଥ କଡ଼ରେ ଏକ ବିଜୁ ପକ୍କାଘରେ […]

ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ମହିଳା ମୃତ

ତେଲକୋଇ: ହାତୀ ଆକ୍ରମଣରେ ମହିଳା ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବନବିହାରୀପୁର ଗାଁ କାଜୁ ବଗିଚାରେ ଘଟିଛି ଏହି ଘଟଣା। କାଜୁ ବଗିଚା ଦେଇ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ ମହିଳା । ଗତକାଲି ସଂଧ୍ୟା ୫ଟା ସମୟରେ ଘଟିଛି ଘଟଣା। ମୃତକ ହେଲେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗାଁର ଜହ୍ନି ଦେହୁରୀ। ବୟସ ୭୦ ବର୍ଷ। ସ୍ବାମୀ ସ୍ବର୍ଗତ ଭଦ୍ର ଦେହୁରୀ । ଜହ୍ନି ଦେହୁରୀ ବିଳାସ ଦେହୁରୀଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ ୦୮।୦୫:ମଧୁମେହ ରୋଗ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ହେଉଛି । ଏହି ରୋଗ ମଣିଷ ସହିତ ତାଙ୍କ ଜୀବନସାରା ରହିଥାଏ ।ଏହି ଅବସ୍ଥାରେ, ଆମ ଶରୀର ଯଥେଷ୍ଟ ଇନସୁଲିନ୍ ଉତ୍ପାଦନ ହୋଇପାରେ ନାହିଁ । କିମ୍ବା ଉତ୍ପାଦିତ ଇନସୁଲିନ୍ ଉପରେ ପ୍ରତିକ୍ରିୟା କରିବାକୁ ଅସମର୍ଥ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ନୂଆଦିଲ୍ଲୀର ମଧୁମେହ ଶିକ୍ଷାବିତ୍ କହିଛନ୍ତି ଯେ ମଧୁମେହ ରୋଗୀମାନେ ନିୟମିତ ବ୍ୟବଧାନରେ ଖାଇବା ଉଚିତ୍ । ଯେପରି ରକ୍ତରେ ସୁଗାର ହଠାତ୍ ହ୍ରାସ ନହୁଏ। ଏହା ବ୍ୟତୀତ […]