ପରୀକ୍ଷା ଖରାପ କରିଥିବାରୁ ବାପାମାଆଙ୍କୁ ଭାବପ୍ରବଣ ଚିଠି ଲେଖି ଆତ୍ମହତ୍ୟା କଲେ ଛାତ୍ର
ପର୍ଜଙ୍ଗ: ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୁଇସାଇଡ୍ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରାଙ୍ଗସ୍ଥିତ ଆଇଜିଆଇଟି କ୍ୟାମ୍ପସରେ । କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ ଏଫ/୧୩ ରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାପଡ଼ିଛି ଯେ ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ(ଲିକୁ )। ବୟସ ୧୮। ଅବିନାଶଙ୍କ ବାପା […]