ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରୁଷ-ୟୁକ୍ରେନ୍‌ ଯୁଦ୍ଧ ୭୭ ଦିନରେ: ଓଡ଼େଶାରେ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼

କିବ୍‌: ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଣ ତ୍ବରାନ୍ବିତ କରିବାପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ଗୁରୁତ୍ବପୂର୍ଣ୍ଣ ଆଇନ ସ୍ବାକ୍ଷର କରିବାପରେ ରୁଷ୍‌ ୟୁକ୍ରେନ୍‌ରେ ଆକ୍ରମଣକୁ ଆହୁରି ଜୋରଦାର କରିଛି। ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଗତକାଲି ଓଡ଼େଶା ଗସ୍ତ କରିବାର ମାତ୍ର କିଛି ଘଣ୍ଟା ପରେ ୟୁକ୍ରେନର ପୂର୍ବ ଭାଗରେ ଆକ୍ରମଣ‌ ତୀବ୍ର ହୋଇଛି। ଓଡ଼େଶାରେ ଘନଘନ ମିସାଇଲ୍‌ ମାଡ଼ ହେଉଛି। ରୁଷ୍‌ର ‌ବୋମାବର୍ଷୀ ବିମାନରୁ ଓଡ଼େଶାରେ ୩ଟି ହାଇପରସୋନିକ୍‌ ମିସାଇଲ ମାଡ଼ ହୋଇଥିବା ବେଳେ ୫୦ରୁ ଅଧିକ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋହାଲି ବିସ୍ଫୋରଣ ପରେ ପଞ୍ଜାବରେ ହାଇଆଲର୍ଟ: ହିମାଚଳରେ ବି ଆକ୍ରମଣ ପାଇଁ ଖଲିସ୍ତାନୀ ସଂଗଠନର ଧମକ

ମୋହାଲି: ପଞ୍ଜାବର ମୋହାଲି ସ୍ଥିତ ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପୂରା ପଂଜାବରେ ହାଇଆଲର୍ଟ ଜାରି ହୋଇଛି । ଗତକାଲି ହୋଇଥିବା ରକେଟ୍‌ ଲଞ୍ଚର୍‌ ଆକ୍ରମଣରେ ଟିଏନ୍‌ଟି ( ଟ୍ରାଇନାଇଟ୍ରୋଟୋଲିନ୍‌) ବିସ୍ଫୋରକ ବ୍ୟବହାର ହୋଇଥିବା ସ୍ପଷ୍ଟ ହୋଇଯିବା ପରେ ମାମଲାକୁ‌ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏକ ଟିମ୍‌ ତଦନ୍ତ ପାଇଁ ଆଜି ଅପରାହ୍ନରେ ମୋହାଲି ଗୁଇନ୍ଦା ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଖଲିସ୍ତାନୀ ସମର୍ଥକ ସଂଗଠନ ଶିଖ୍‌ […]

ଅପରାଧ ରାଜ୍ୟ

ରାଜଧାନୀରେ ପଲ୍‌ସର୍ ଲୁଟେରା, ବାଇକ୍‌ରେ ଆସି ଝାମ୍ପି ନେଲେ ସୁନା ଚେନ୍‌

ଭୁବନେଶ୍ୱର ୧୧।୦୫ : କମିଶନରେଟ୍‌ ପୋଲିସକୁ ପୁଣି ଚ୍ୟାଲେଞ୍ଜ । ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କରାଜ । ପଲ୍‌ସରରେ ଆସି ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ଲୁଟେରା । ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ପ୍ରିୟା ହୋଟେଲ ସମ୍ମୁଖରେ ଲୁଟ୍‌ ହୋଇଛି । କୌଣସି କାମରେ ଭୁବନେଶ୍ୱର ଆସିଥିବା ଦମ୍ପତ୍ତିଙ୍କ ଠାରୁ ଲୁଟ୍‌ ହୋଇଛି । ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ୩ ଜଣ ଲୁଟେରା । ପରେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀଲଙ୍କା ହିଂସା ଅଣାୟତ୍ତ: ଦେଶ ଛାଡ଼ିବାକୁ ରାଜପ‌କ୍ଷେ ପରିବାରର ଯୋଜନା

କଲମ୍ବୋ: ଶ୍ରୀଲଙ୍କାରେ ଏବେ ସବୁଠି ହିଂସା ଓ ହାହାକାର। ଆନ୍ଦୋଳନର ନିଆଁରେ ପୂରା ଦେଶ ଜଳୁଥିବା ବେଳେ ରାଜନେତାମାନେ ଭୟରେ ଆତ୍ମଗୋପନ କରୁଛନ୍ତି। ଉତ୍ତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଏଥିରୁ ପୁଲିସ ଓ ସେନା ମଧ୍ୟ ବାଦ ପଡ଼ିନାହିଁ। ଶ୍ରୀଲଙ୍କା ହିଂସା ଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଆନ୍ଦୋଳନକାରୀ କର୍ଫ୍ୟୁ ନମାନି ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି। ଶତାଧିକ ପ୍ରଶାସନିକ […]

ଏତେ ଦୂରକୁ ଯିବା ଅସମ୍ଭବ, ଆମ ସ୍କୁଲକୁ ତୁରନ୍ତ ଖୋଲ..ଆମେ ସେହିଠାରେ ହିଁ ପାଠ ପଢିବୁ

ଚଣ୍ଡିଖୋଲ ୧୧।୦୫ : ସ୍କୁଲ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡ଼ା ପଞ୍ଚାୟତର ଘଟଣା । ଖବର ଅନୁଯାୟୀ, ଝାଟିଆପଡ଼ା ପ୍ରକଳ୍ପ ବିଦ୍ୟାଳୟରେ କମ୍‌ ଛାତ୍ରଛାତ୍ରୀ ଥିବାର ଏହି ସ୍କୁଲ ବନ୍ଦ କରାଯାଇଛି । ଏହି ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କୁ ସାଇଲିପଡ଼ା ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏତେ […]

ଅପରାଧ ରାଜ୍ୟ

ଘରେ ଫାଶୀ ଲଗାଇ ଅତ୍ମହତ୍ୟା କଲେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବୋହୂ

ଭୋପାଳ: କାଲାପିପଲ୍‌ ତହସିଲ୍‌ ଅନ୍ତର୍ଗତ ପୋଞ୍ଚାନେର୍‌ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର୍‌ ସିଂହ ପରମାରଙ୍କ ବୋହୂ ସବିତା ପରମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା ମନ୍ତ୍ରୀଙ୍କ ପୈତୃକ ବାସଭବନ ଘଟିଛି ଏବଂ ଏହା ସତ ବୋଲି ସବିତାଙ୍କ ଆତ୍ମୀୟମାନେ ସୁନିଶ୍ଚିତ କରି କହିଛନ୍ତି। ୨୨ ବର୍ଷୀୟ ସବିତା ଗତ ୩ ବର୍ଷ ପୂର୍ବେ ଇନ୍ଦର୍‌ ସିଂହ ପରମାର୍‌ଙ୍କ ପୁଅ ଦେବରାଜ ସିଂହଙ୍କୁ […]

ଅପରାଧ ଦେଶ ବିଦେଶ

‘ବ୍ରେନ୍‌ ଆନିୟୁରିଜମ୍‌’ରେ ଆକ୍ରାନ୍ତ‌ ହୋଇଛନ୍ତି ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ରିପୋର୍ଟ

ବେଜିଙ୍ଗ୍‌: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି ଦିଶିବାକୁ ଡାକ୍ତରୀ ଭା‌ଷାରେ ‘ଆଜିୟୁରିଜମ୍‌’ କହନ୍ତି। ଜଣାପଡ଼ିଛି, ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ସେ ଏଥିପାଇଁ ପାରମ୍ପରିକ ଚୀନା ଔଷଧ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଔଷଧ ଖାଇଲେ ଧମନୀ ନରମ ‌ହୋଇ ଫୁଲା କମିଯାଏ। କୋଭିଡ୍‌-୧୯ ବ୍ୟାପିବା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବାଲିଗୁଡା ବିଧାୟକ ଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ବାଲିଗୁଡ଼ା- କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି ।ବିଧାୟକ ଙ୍କ ସହ କ, ନୂଆଗାଁ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଶରତ କୁମାର ପାତ୍ର , କ, ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଣ୍ଡା ବାବୁ , ସାରଙ୍ଗଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସେଠୀ ବାବୁ ସାରଙ୍ଗଡ ସରପଞ୍ଚ ବରୁଣ କହଁର ଏବଂ ବଣ୍ଡ ଗୁଡ଼ା ସରପଞ୍ଚ ସଞ୍ଜୟପ୍ରଧାନ ପରିଦର୍ଶନ […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍, ଦେଲେ ଏମିତି ଇସାରା

ମୁମ୍ବାଇ ୧୦।୫: ସଲମାନ ଖାନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କରିବେ ଅଭିନେତ୍ରୀ ଶେବନାଜ ଗିଲ୍ । ଗତ କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି । ନିକଟରେ ଯେତେବେଳେ ଶେହନାଜଙ୍କୁ ଡେବ୍ୟୁକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏମିତି କିଛି କଥା କହିଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି ଯେ ଶେହନାଜ ଗିଲ୍ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୩୦୪୪ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୦/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି ବଢିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ […]