ଅପରାଧ ରାଜ୍ୟ

ଲକ୍ଷେ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ବେପାରୀ ଗିରଫ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ସେ ହେଲା କଳାରାହଙ୍ଗ ତନ୍ତୀସାହି ଅଞ୍ଚଳର କୃଷ୍ଣଚନ୍ଦ୍ର ନାଥ(୨୭)। ପୁଲିସ ତା’ଠାରୁ ସାଢ଼େ ୧୦ ଗ୍ରାମ୍‌ର ବ୍ରାଉନ୍‌ସୁଗାର, ୨୩ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍‌ ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ଏକ ଲକ୍ଷ‌ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଶନିବାର ବିଳମ୍ବିତ ରାତିରେ ବ୍ରାଉନ୍‌ସୁଗାର ଧରି କୃଷ୍ଣଚନ୍ଦ୍ର ହାଇଟେକ୍‌ ଛକ ନିକଟରେ ଗ୍ରାହକ ଅପେକ୍ଷା‌ରେ ଥିବା ପୁଲିସ […]

ଅପରାଧ ରାଜ୍ୟ

ଜଳେଶ୍ବର ବାର୍ ଆସୋସିଏସନ୍‌ ସଭାପତିଙ୍କ ଘରୁ ଚୋରି: ୨୦ ଲକ୍ଷର ସୁନା ଗହଣା ଲୁଟ୍‌

ଭୁବନେଶ୍ୱର : ଜଳେଶ୍ବର ବାର୍ ଆସୋସିଏସନ୍‌ର ସଭାପତି ଅନୀଲ କୁମାର ପରିଡ଼ାଙ୍କ ଘରେ ପଶି ଦୁର୍ବୃତ୍ତ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନଗହଣା ଓ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏ ସଂପର୍କ‌ରେ ଶ୍ରୀ ପରିଡ଼ାଙ୍କ ସମ୍ପର୍କୀୟ ଅଭିଜିତ ମଙ୍ଗରାଜ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ଶ୍ରୀ ପରିଡ଼ା ନୂଆପଲ୍ଲୀ ଏନ୍‌-୩/୭୪ରେ ରୁହନ୍ତି। ଗତ ୧୭ ତାରିଖ ସକାଳ ପ୍ରାୟ ୭ଟାରେ ସେ ଘର ତାଲା ପକାଇ ଜଳେଶ୍ଵର ଯାଇଥିଲେ। ସନ୍ଧ୍ୟାରେ […]

ଅପରାଧ ରାଜ୍ୟ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ବାରଙ୍ଗ : ନନ୍ଦନକାନନରେ ସଫାରି ବସ୍‌ ଟିକେଟକୁ କେନ୍ଦ୍ର କରି ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଛି। ଏଥିରେ ଛତିଶଗଡ଼ରୁ ଆସିଥିବା ୩ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କୁ ସଫାରି ବସ୍ କର୍ମଚାରୀ ଆକ୍ରମଣ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଛଡ଼ିଶଗଡ଼ର ୨୬ଜଣ ପର୍ଯ୍ୟଟକ ସଫାରି ବସ ଟିକେଟ ଘର ପାଖ ଧାଡ଼ିରେ ଛିଡ଼ା ହୋଇଥିଲେ। ସେମାନଙ୍କ ପଛରେ ଧାଡ଼ିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍‌ ଟିକେଟ କରି ସଫାରି ବସ୍‌ରେ ବସିଥିଲେ। ସେମାନଙ୍କୁ ଦେଖି ଛତିଶଗଡ଼ର […]

ଅପରାଧ ରାଜ୍ୟ

୫୮ ଡିଇଓଙ୍କୁ ବିଦା ଘଟଣା: ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଏମ୍‌ସିର ୫୮ଜଣ ଡାଟାଏଣ୍ଟ୍ରି ଅପରେଟର୍‌ (ଡିଇଓ)ଙ୍କୁ ଚାକିରିରୁ ବିଦା କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କର୍ତ୍ତୃପକ୍ଷ ଏହି ୫୮ଜଣ ଡିଇଓଙ୍କୁ ବିଦା‌ କରିବାକୁ ଚିଠି ଲେଖିବା ପରେ ଆଉ ଗୋଟିଏ ସଂସ୍ଥା ଡିଇଓଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଜୁନ୍‌ ୧ ପୂର୍ବରୁ ପ୍ରକ୍ରିୟା ଶେଷ ହେବା ସହ ନୂଆ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପୂର୍ବରୁ ବିନା ଟେଣ୍ଡର୍‌ରେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବା ଚାଷରୁ ଚାଷୀ ବିମୁଖ, ବିଲରେ ଟମାଟୋ ୪୦, ବଜାରରେ ଶହେ

ବରଗଡ଼: କିଛି ବର୍ଷ ହେଲା ଜିଲ୍ଲାରେ ପରିବା ଚାଷୀଙ୍କ ସଂକଟ ବଢ଼ି ଯାଇଛି। ଅସ୍ବାଭାବିକ ପାଣିପାଗ, ଅସ୍ଥିର ଚାଷ, ବଜାର ବ୍ୟବସ୍ଥାର ଅଭାବ ଏବଂ ବିଶେଷକରି ଶୀତଳଭଣ୍ଡାର ନଥିବାରୁ ପରିବା ଚାଷୀ ଚାଷରୁ ଦୂରେଇ ଯାଉଛନ୍ତି। ଜିଲ୍ଲାରେ ଅଳ୍ପ ପନିପରିବା ଉତ୍ପାଦନ ହେଉଛି। ଫଳରେ ପରିବା ଦର ଢେର ବୃଦ୍ଧି ପାଉଛି। ଯାହାର ଉଦାହରଣ ପାଇକମାଳ ଓ ଝାରବନ୍ଧର ବଜାର ସହ ବରଗଡ଼ର ବଜାର ସହ ତୁଳନା କଲେ ଜଣାପଡ଼ୁଛି। ରବିବାର ଝାରବନ୍ଧ ଏବଂ ପାଇକମାଳ ବଜାରରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୦୨୨ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୩/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ କାୟା ମେଲାଇବା ପରେ ଖସିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ରାଜ୍ୟ

ନାଁ କୁ ଫୁଟ୍‌ପାଥ୍‌: ପସରା ମେଲିଛି, ବାଇକ୍‌ ପାର୍କିଂ ହେଉଛି

ଭୁବନେଶ୍ବର: ଚାଲିକି ଯା’ଆସ କରିୁଥିବା ଲୋକଙ୍କ ପାଇଁ ମୁଖ୍ୟ ରାସ୍ତା କଡ଼ରେ ରହିଛି ଫୁଟ୍‌ପାଥ୍‌। କିନ୍ତୁ ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବର ଫୁଟ୍‌ପାଥ୍‌ରେ ଲୋକେ ଚାଲିକି ଯା’ଆସ କରିପାରନ୍ତିନାହିଁ। ଏହି ଫୁଟ୍‌ପାଥ୍‌ରେ ମେଲିଛି ଉଠାଦୋକାନୀଙ୍କ ପସରା ଓ ବାକି କିଛି ଅଂଶରେ ବେପାରୀଙ୍କ ବାଇକ୍‌ ପାର୍କିଂ ହେଉଛି। ରାଜଧାନୀର ଅନ୍ୟତମ ମୁଖ୍ୟ ମାର୍କେଟ୍‌ ଅଞ୍ଚଳରେ ଏମିତି ହେଉଛି ଫୁଟ୍‌ପାଥ୍‌ର ଅବସ୍ଥା। ଏହି ଫୁଟ୍‌ପାଥ୍‌ କେବଳ ନାଁକୁ। ଅସଲରେ ଏହା ବେପାରୀଙ୍କ କବ୍‌ଜାରେ। ତେଣୁ ଚାଲିଚାଲି […]

ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡି ବସିଲା ଏସ୍‌ଟିଏଫ୍‌, ବେପାରୀ ଗିରଫ

ଭୁବନେଶ୍ୱର ୨୩।୦୫: ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରି । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସ୍‌ଟିଏଫ୍‌ । ରାୟଗଡା ଜିଲ୍ଲା ଗୁଣୁପୁର ରାମନଗୁଡା ନିକଟରୁ ଧରିଲା ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ରାୟଗଡା ଜିଲ୍ଲାର ରାମନଗୁଡ଼ା ନିକଟରେ ବାଘ ଛାଲ ବିକ୍ରି ଡିଲ୍‌ ଚାଲିଥିଲା । ଏନେଇ ଗୁଇନ୍ଦା ସୂଚନା ପାଇ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଏହି ଚଢାଉରେ ରାୟଗଡ଼ା ଚନ୍ଦ୍ରପୁର ଅଞ୍ଚଳର ଜୟନ୍ତ ବିବାରକୁ ଗିରଫ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ମଞ୍ଚରେ ଜଗନ୍ନାଥ ଭଜନ ଗାଇଲେ ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରି ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅବଶେଷରେ ଏକ ଜଗନ୍ନାଥ ଭଜନ ଗାଇଛନ୍ତି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଜିଗନିପୁରଠାରେ ଆୟୋଜିତ ମହାଙ୍ଗା ମହୋତ୍ସବରେ ସେ ମଞ୍ଚରେ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି। ଏହି ଗୀତର ମୁଖୁଡ଼ା ହେଲା ଦଣ୍ଡବତ ହେଲି ମୁଁ କାଳିଆ ପାଖରେ…। ଏହି ଗୀତର ସ୍ବର ସଂଯୋଜନା କରିଛନ୍ତି ବି ନିଜେ ହ୍ୟୁମାନ ସାଗର। ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ଶ୍ରୀଶ୍ରୀବଳଦେବଜୀଉଙ୍କ ଚନ୍ଦନ […]

ଅପରାଧ ରାଜ୍ୟ

ମଞ୍ଚେଶ୍ୱରରେ ଖଣ୍ଡା ବୁଲାଇବା ଘଟଣା, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ୨୩।୦୫ : ମଞ୍ଚେଶ୍ବର ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଘଟଣାରେ ଆକ୍ସନ । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇଥିଲେ ଯୁବକ । ଏନେଇ ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି ମଞ୍ଚେଶ୍ୱର ଥାନା ପୋଲିସ । […]