ଅପରାଧ ରାଜ୍ୟ

ପୋଖରୀରେ ଭାସୁଛି ନରକଙ୍କାଳ, ପୋଲିସ ଖୋଜୁଛି ପରିଚୟ

ବରଗଡ଼ ୨୪।୦୫ : ପୋଖରୀରେ ନରକଙ୍କାଳ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଗର୍ଭଣା ଭଙ୍ଗାକଟା (ପୋଖରୀ)ରୁ ଜବତ ହୋଇଛି ନରକଙ୍କାଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଦିନ ମାଛ ଧରାଳିମାନେ ମାଛ ଧରୁଥିଲେ । ଠିକ୍‌ ଏହି ସମୟରେ ପୋଖରୀର ଏକ ବୁଦା ନିକଟରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସେମାନେ ସୋହେଲା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ […]

ଅପରାଧ ରାଜ୍ୟ

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ, ଘରେ ଖେଳୁଥିବାବେଳେ ମାରିଲା ଚୋଟ

ଉମରକୋଟ ୨୪/୦୫: ବିଷାକ୍ତ ସାପ କାମୁଡ଼ା ରେ ୭ବର୍ଷର ନାବାଳିକାର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତ ଜାମଧଡ଼ା ଗାଁରେ । ଜାମଧଡ଼ା ଗାଁର ଧନସାନ୍ତାଙ୍କ ସାନ ଝିଅ ନିଳାନ୍ଦ୍ରୀ ସାନ୍ତା ଆଜି ସକାଳେ ଘର ଭିତରେ ରହିଥିବା ଅଖାବସ୍ତା ଉପରେ ଖେଳୁଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ିବାରୁ ନାବାଳିକା ଜଣକ କାନ୍ଦି କାନ୍ଦି ଘର ଭିତରୁ ବାହାରେ ଆସିଥିଲା । ପରେ ପରିବାର ଲୋକ […]

ଅପରାଧ ରାଜ୍ୟ

ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ, ହଠାତ୍‌ ଅଚେତ ହୋଇପଡିଥିଲେ ଛାତ୍ର

ରାଉରକେଲା ୨୪।୦୫: ପରୀକ୍ଷା ହଲ୍‌ରେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ରଙ୍କ ନାମ ମହମ୍ମଦ ଅର୍ଫାନ ବୋଲି ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ଖବର ଅନୁଯାୟୀ, ବଣାଇ କଲେଜରେ +୨ର ସାଇନ୍ସ ପଢୁଥିଲେ ଛାତ୍ର । ମଙ୍ଗଳବାର ପରୀକ୍ଷାହଲ୍‌ରେ ପରୀକ୍ଷା ଦେବେ ସମୟରେ ହଠାତ୍‌ ଛାତ୍ରଜଣଙ୍କ ଅଚେତ ହୋଇପଡିଥିଲେ । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । […]

ଅପରାଧ ରାଜ୍ୟ

ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡ: କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଥାନା ଘେରାଉ ଓ ଧାରଣା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବାରୁ ଏହାର ପ୍ରତିବାଦସ୍ବରୂପ କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦିଆଯାଇଛି। ସୋମବାର ସକାଳୁ ଗଡଭିତରଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ପରିସରରେ ପହଞ୍ଚି କୋଶଲ ମୁକ୍ତି ମୋର୍ଚାର କର୍ମକର୍ତ୍ତାମାନେ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦେଇଥିଲେ। ଟେଣ୍ଟ ଲଗାଉଥିବା ବେଳେ ପୁଲିସ ବାରଣ କରିବାରୁ ଖରାରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମନମାନିରେ ଚାଲିଛି ସରକାରୀ ବିଦ୍ୟାଳୟ; ପାଳି କରି ଆସୁଛନ୍ତି ଶିକ୍ଷକ

ଦାରିଙ୍ଗବାଡ଼ି ୨୧/୦୫: ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାସ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ବୌଦୁଙ୍ଗିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଗୁମିକିଆ ପଞ୍ଚାୟତରେ ଥିବା ସୁକାଲାଦା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନର କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟକୁ […]

ଅପରାଧ ରାଜ୍ୟ

ଆଇନଜୀବୀଙ୍କୁ ଆକ୍ରମଣ ଘଟଣା, SCBର ୭ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

କଟକ ୨୩।୦୫: ଏସ୍‌ସିବି ମେଡିକାଲରେ ଆଇନ୍‌ଜୀବୀଙ୍କୁ ଡାକ୍ତରଙ୍କ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ୭ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ୨୧ ଅକ୍ଟୋବର ୨୦୧୧ରେ ଏସ୍‌ସିବି ମେଡିକାଲରେ ଜଣେ ଆଇନ୍‌ଜୀବୀକୁ ଆକ୍ରମଣ ହୋଇଥିଲା । ଏନେଇ ଆଇନଜୀବୀ ଜଣଙ୍କ ପ୍ରଥମେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ହାଇକୋର୍ଟଙ୍କ […]

ମନୋରଞ୍ଜନ ରାଜ୍ୟ

ରଜରେ ପରଦାକୁ ଆସିବେ ସମ୍ବିତ- ସମ୍ଭାବନା ଯୋଡ଼ି

ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ବିଶ୍ବନାଥ‌’ର ଅଡିଓ ଆମର ମ୍ୟୁଜିକ୍‌ ଦ୍ବାରା ରିଲିଜ୍ ହୋଇଛି ଭୁବନେଶ୍ୱର ମେ ଫେୟାର ହୋଟେଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଅଡିଓ ରିଲିଜ୍ ହୋଇଛି। ବ୍ୟୟବହୁଳ ଏହି ଚଳଚ୍ଚିତ୍ରର ଦୃଶ୍ୟାୟନର ସୁଟିଂ ପ୍ରାୟ ଗୋଆ, ସିକିମ୍ ଏବଂ ହାଇଦ୍ରାବାଦରେ କରାଯାଇଛି। ମେଲୋଡି କିଂଗ୍ ଅଭିଜିତ୍ ମଜୁମଦାର୍ ଏବଂ ସମସ୍ତ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲେ। ଏହାର ସମସ୍ତ ଗୀତ କେବଳ‌ ଆମର ମ୍ୟୁଜିକ ୟୁଟୁବ୍ […]

ଅପରାଧ ରାଜ୍ୟ

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ସ୍ୱାମୀ-ସ୍ତ୍ରୀ ମୃତ

ବରଗଡ ୨୩।୦୫ : କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ରାମ ଓ ତାଙ୍କ ପତ୍ନୀ ସନ୍ତୋଷିନୀ ସାହୁ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା ବରପାଲି ଥାନା ସରଣ୍ଡାପାଲି ଗାଁ ଗ୍ରୀଡ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ବରଗଡ଼ କେଶେଇପାଲି ନିଜ ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ । ଠିକ୍ ଏହି ସମୟରେ ବରପାଲି ଥାନା […]

ଅପରାଧ ରାଜ୍ୟ

ବ୍ଲକ ଆକାଉଟାଣ୍ଟ ମ୍ୟାନେଜରଙ୍କ ବଦଳିକୁ ବିରୋଧ, ଆଶାକର୍ମୀ ଧାରଣା

ସାଲେପୁର ୨୩।୦୫ : ବ୍ଲକ ଆକାଉଟାଣ୍ଟ ମ୍ୟାନେଜରଙ୍କ ବଦଳିକୁ ଖାରଜ ପ୍ରତିବାଦରେ ଆଶାକର୍ମୀଙ୍କ ଧାରଣା। କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ବ୍ଲକ ଆକାଉଟାଣ୍ଟ ମ୍ୟାନେଜର ବିପିନ କୁମାର ଜେନାଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ଶତାଧିକ ଆଶାକର୍ମୀ ମେଡିକାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କୌଣସି କାରଣ ନଥାଇ ଏପରିକି ତାଙ୍କର ଏଠାରେ ରହିବାର କାର୍ଯ୍ୟକାଳ ନପୁରଣୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ […]

କଳା ଓ ସଂସ୍କୃତି

କିଙ୍ଗ୍ସ ଜିତିଲା ଶେଷ ଲିଗ୍ ମ୍ୟାଚ୍: ମଙ୍ଗଳବାର ଗୁଜରାଟ-ରାଜସ୍ଥାନ ପ୍ରଥମ କ୍ବାଲିଫାୟର

ମମ୍ବାଇ: ଚଳିତ ଆଇପିଏଲ୍‌ର ‌୭୦ତମ ତଥା ଶେଷ ଲିଗ୍ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ଫଳରେ ୧୪ ମ୍ୟାଚ୍‌ରୁ ୭ ଲେଖାଏଁ ଜୟ-ପରାଜୟ ପାଇ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୧୪ ମ୍ୟାଚ୍‌ରୁ ୬ ବିଜୟ ଏବଂ ୮ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି। ୧୦ ଦଳୀୟ ପ୍ରତିଯୋଗିତାରେ ପୂର୍ବରୁ ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ […]