ନିରାଶ କଲେ ରୋହିତ, କୋହଲି; ଆସିବେନି ବାରବାଟୀ
ମୁମ୍ବାଇ/ଭୁବନେଶ୍ବର : ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଓଡ଼ିଶା ଦର୍ଶକ ହିଟ୍ ମ୍ୟାନ୍ ରୋହିତଙ୍କ ଛକାମାଡ଼ ସହ ବିରାଟ କୋହଲିଙ୍କ ବ୍ୟାଟିଂ କମାଲ ଦେଖି ପାରିବେ ନାହିଁ। ସେହିଭଳି ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମ୍ରାଙ୍କ ଶାଣିତ ବୋଲିଂ ଦେଖିବାରୁ ବି ବଞ୍ଚିତ ହେବେ। କାରଣ ଏହି ଶୃଙ୍ଖଳା ଲାଗି ଆଜି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଏମାନେ ସ୍ଥାନ ପାଇ ନାହାନ୍ତି। ସମସ୍ତଙ୍କୁ ଲମ୍ବା ଆଇପିଏଲ୍ ଋତୁ ପରେ ବିଶ୍ରାମ […]