ମୁଁ ମଲେ ମୋ ସମାଧି ପାଇଁ ଆବାସ ଦେବେ କି ସରକାର ? ଏମିତି କହିଲେ ୮୦ ବର୍ଷୀୟା ନିରାଶ୍ରୟା ହୀରାବତୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼: ‘ମୋତେ ତ ଏବେ ୮୦ ଛୁଇଁଲାଣି। କୁଡ଼ିଆରେ ରହୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ମୋ ନାଁ ନାହିଁ। ଯମ ମତେ ହାତ ଠାରି ଡାକିଲାଣି। ମୁଁ ମଲେ ମୋ ସମାଧି ପାଇଁ ଆବାସ ଦେବେ କି ସରକାର!’ ଏହା […]









