ସରିଲା କୋଭିଡ ବୁଷ୍ଟର ଡୋଜ୍ ଟିକାକରଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟକୁ କେନ୍ଦ୍ରଠାରୁ ମିଳିଥିବା ୧ଲକ୍ଷ ପ୍ରିକସନ୍ ଡୋଜ୍ ଟିକା ଆଜି ଶେଷ ହୋଇଛି। ଆଉ ୧୪୦ ଡୋଜ୍ ବଳକା ଥିବା ବେଳେ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି। କେନ୍ଦ୍ର ସରକାରଠାରୁ ଆଉ ପ୍ରିକସନ୍ ଡୋଜ୍ ନେଇ କୌଣସି ସୂଚନା […]









