ନକ୍ସା ପରିବର୍ତ୍ତନ ହେଲେ ବାଦ ପଡ଼ିବ ଫୁଲବାଣୀ!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ୁଥିବା ମହତ୍ତ୍ବାକାଂକ୍ଷୀ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଡିପିଆର୍ ଚୂଡ଼ାନ୍ତ କରିବାରେ ଅହେତୁକ ବିଳମ୍ବ ପଛରେ ଏକ ଭିନ୍ନ କାରଣ ଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ରେଳପଥ ନିର୍ମାଣ ଦାୟିତ୍ବରେ ଥିବା ଓରିଡିଲ୍ […]









