ଆରମ୍ଭରୁ ଜନଶୁଣାଣି ସରଗରମ: ଓଏଚ୍ପିସି, ଓପିଜିସି ଛିଦ୍ର କାଢ଼ିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୨୦୨୨-୨୩ ତୁଳନାରେ ୨୦୨୩-୨୪ ବର୍ଷରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ୧୩% ଅଧିକ ମୂଲ୍ୟ ଦାବି କରିଛି। ଏହି ଦାବି ଅପ୍ରାସଙ୍ଗିକ ହୁଅନ୍ତା ନାହିଁ, ଯଦି ସଂପୃକ୍ତ ନିଗମ ଅଧିକ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସକ୍ରିୟତା ଦେଖାନ୍ତା। ଅଧିକ […]









