୫୦ରୁ ଅଧିକ ଗାଁ ଟେଲି ଯୋଗାଯୋଗରୁ ବିଚ୍ଛିନ୍ନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସିଙ୍ଗଡ଼ା: କରଞ୍ଜିଆ ବ୍ଲକ୍ ଦୁଧିଆଣି ପଞ୍ଚାୟତର ୧୮ଟି ମୌଜା, ମିରଗିନାଣ୍ଡି ପଞ୍ଚାୟତର ୧୧ ମୌଜା ଓ ବଡ଼ଗାଁ ପଞ୍ଚାୟତର ୧୩ ମୌଜାର ପ୍ରାୟ ୫୦ରୁ ଅଧିକ ଗାଁ ଘଞ୍ଚ ବନାନୀ ପରିବେଷ୍ଟିତ ଶିମିଳିପାଳ ପାଦଦେଶରେ ଅବସ୍ଥିତ। ଏଠାରେ କୌଣସି ମୋବାଇଲ ନେଟ୍ୱର୍କ […]









