ଡମ୍ଫର ଧକ୍କାରେ ଗୁରୁତର ଯୁବକଙ୍କ ମୃତ୍ୟୁ, କ୍ଷତପୂରଣ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ
ଫୁଲବାଣୀ ୧୫/୦୯: କନ୍ଧମାଳ ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟା ରାସ୍ତାର ବନ୍ଧଗଡ ଗାଁ ନିକଟରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ । ଯାହାକୁ ନେଇ ଉତ୍ୟକ୍ତ ଲୋକେ ମୃତଦେହ ରଖି ଵିଳମ୍ବିତ ରାତିଯାଏ ଫୁଲବାଣୀ-ବାଲିଗୁଡା ରାସ୍ତା କୁଟିବାରି ଛକ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ, ଏସଡିପିଓ ସୁ ପ୍ରସନ୍ନ ମଲିକ, ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଏମ. ଅନୁରାଧା ପ୍ରମୁଖ ପହଂଚି […]