ଗଞ୍ଜେଇ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଚଢାଉ କରି ତିନି ମାଫିଆଙ୍କୁ ଗିରଫ କଲା ପୋଲିସ
ମୁନିଗୁଡ଼ା ୧୫।୦୯ : ମୁନିଗୁଡ଼ା ପୋଲିସକୁ ସଫଳତା । ଗଞ୍ଜେଇ ବିକ୍ରି ପାଇଁ ଯୋଜନା ବେଳେ ମାଡିବସିଲା ପୋଲିସ । ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ତିନି ଜଣ ମାଫିଆଙ୍କ ଗିରଫ କରିଛି ପୋଲିସ । ଏହାସହିତ ୩ଟି ବାଇକ ମଧ୍ୟ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ପାଣ୍ଡରାଖାଲ ଛକ ନିକଟରେ ଚଢ଼ାଉ କରିଥିଲା । ସେଠାରେ ୭ଟି ବ୍ୟାଗ୍ରେ ଚାଲାଣ ପାଇଁ ରଖିଥିବା ୧୩୦ କିଲୋ […]