ଅପରାଧ ରାଜ୍ୟ

ଲଜ୍ ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ଟଙ୍କା ସହ ୭ ଗିରଫ

କଣ୍ଟାବାଞ୍ଜି ୧୬/୦୯: ପାର୍ବଣ ଆରମ୍ଭରୁ ପୋଲିସକୁ ସଫଳତା । ଲଜରୁ ମିଳିଲା ୬୦ ଲକ୍ଷରୁ ଅଧିକ ଟଙ୍କା । କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ପୋଲିସ । ବିଳମ୍ବିତ ରାତି କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜ ରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୭ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଜବତ ହୋଇଛି […]

ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଗଣ୍ଡଗୋଳ, ଜିବର୍ଦ୍ଧନଙ୍କ କାନ ଛିଣ୍ଡାଇଲେ ଦାଶରଥୀ

ସୋନପୁର ୧୬/୦୯: ଦୁଇ ଯୁବକଙ୍କ ମଧ୍ୟରେ ମାଡ଼ଗୋଳ ପରେ କାନ କାମୁଡି ଛିଣ୍ଡାଇ ଦେଲା ଜଣେ ଯୁବକ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କଳାପଥର ଗାଁରେ ଘଟିଛି ଏହି ଘଟଣା । ରାତିରେ ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଯୁବକ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇ ଦେଇଥିଲେ । କଳାପଥର ଗାଁର ଜିବର୍ଦ୍ଧନ ଗରିଆଙ୍କ କାନ ଛିଣ୍ଡି ଥିବା ବେଳେ ସେହି ଗାଁର ଦାଶରଥି […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଆର୍ଯ୍ୟନ୍‌ଙ୍କ ପାଇଁ ଦିୱାନୀ ହେଲେ ପାକିସ୍ତାନୀ ଅଭିନେତ୍ରୀ, ସୋସିଆଲ୍‌ ମିଡିଆରେ କଲେ ପ୍ରେମ ବର୍ଷା

ମୁମ୍ଵାଇ ୧୬।୦୯: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଗତ ବର୍ଷ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ସକରାତ୍ମକ କାରଣରୁ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ନିଜର ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଆର୍ଯ୍ୟନଙ୍କ ପାଇଁ ଜଣେ ଅଭିନେତ୍ରୀ ଦିୱାନୀ ହୋଇଯାଇଛନ୍ତି। ସେ ସୋସିଆଲ ମିଡିଆରେ ଆର୍ଯ୍ୟନଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି । ତେବେ ଏହି ଅଭିନେତ୍ରୀ ହେଉଛନ୍ତି ସଜଲ ଅଲି। ସଜଲ ଅଲି ଜଣେ ପାକିସ୍ତାନୀ ଅଭିନେତ୍ରୀ । […]

ଅପରାଧ ରାଜ୍ୟ

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଘଟଣା: ଏବେ ବେସାହାରା ଜଗନ୍ନାଥଙ୍କ ପରିବାର

ଭୁବନ : ଋଣ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଭୁବନ ଥାନା ପଳାଶପିଠିଆଗୋଡ଼ା ଗ୍ରାମର ଚାଷୀ ଜଗନ୍ନାଥ ମହାପାତ୍ର (୫୯)ଙ୍କ ପରିବାର ଏବେ ବେସାହାରା ହୋଇ ପଡ଼ିଛନ୍ତି। ଘରେ ଦୁଇ ବଢ଼ିଲା ଝିଅ। ପୁଅ ଗତ ବର୍ଷ +୨ ପାସ୍‌ କରି ଘରେ ଅଛନ୍ତି। ସେ କିପରି ଉଚ୍ଚଶିକ୍ଷା ଲାଭ କରିବେ ତାହା ଏବେ ଜଗନ୍ନାଥଙ୍କ ପତ୍ନୀଙ୍କ ଲାଗି ଚିନ୍ତାର ବଷୟ ହୋଇଛି। ସେହିପରି ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରି ଘରେ ଥିବା […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମଲ୍ଟିଫ୍ଲେକ୍ସ ଖୋଲିଲେ ଅଜୟ ଦେବଗନ୍‌, ଟାର୍ଗେଟ୍‌ ପରେ ଅଭିନେତାଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ଵାଇ ୧୬।୦୯: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରଣାୱତ୍‌। ସମସ୍ତ ସେଲିବ୍ରେଟମାନଙ୍କୁ ଟାର୍ଗେଟ କୁଇନ୍‌ ବର୍ତ୍ତମାନ ଅଜୟ ଦେବଗନଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଅଜୟ ଅହମ୍ମଦାବାଦରେ ୪ଟି ସ୍କ୍ରିନ୍ ମଲ୍ଟିପ୍ଲେକ୍ସ ଖୋଲିଛନ୍ତି। ଏନେଇ ଏହି ଖବରକୁ ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶଙ୍କ ଦ୍ୱାରା ସେୟାର କରାଯାଇଛି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତରନଙ୍କ ସମାନ ଟ୍ୱିଟ୍ ସେୟାର କରି କଙ୍ଗନା ଲେଖିଛନ୍ତି, ଏହା ସବୁଠୁ ବଢିଆ ଉପାୟ। କାରଣ ଜଣେ ସୁପରଷ୍ଟାର ଏହି ରିସୋର୍ସକୁ ବ୍ୟବହାର କରିବା […]

ଅପରାଧ ରାଜ୍ୟ

ଦାଦନ ଚାଲାଣ ସନ୍ଦେହ: ଲଜରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ଜଣ ଅଟକ

ବଲାଙ୍ଗୀର/ କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ କଣ୍ଟାବାଞ୍ଜି ସହରର ଏକ ଲଜରେ ଆସି ରହିଥିଲେ। ସେମାନେ ସାଙ୍ଗରେ ୮୦ ଲକ୍ଷ ଟଙ୍କା ଆଣିଥିଲେ। ସାଧାରଣତଃ ନୂଆଁଖାଇ ପରେପରେ ବାହାର ରାଜ୍ୟର ଦଲାଲ […]

ଅପରାଧ ରାଜ୍ୟ

ଲମତାପୁଟ ପୋଲିସକୁ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ ୧୬/୦୯: ପାର୍ବଣ ଋତୁ ଆରମ୍ଭ ଦେଖି ଗଞ୍ଜେଇ ମାଫିଆ ସକ୍ରିୟ । ବାହାର ରାଜ୍ୟରୁ ଛୁଟି ଆସୁଛନ୍ତି ଗଞ୍ଜେଇ ମାଫିଆ । ପୁଣି ଲମତାପୁଟ ପୋଲିସକୁ ବଡ ସଫଳତା । ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବଡକିଚୋବ ନଦୀ ଘାଟରୁ କାର ସହ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତବର୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ନଦୀ ପାର […]

ଦେଶ ବିଦେଶ ମନୋରଞ୍ଜନ

ଜ୍ୟାକ୍‌ଲିନଙ୍କ ପରେ ନୋରା ଫତେହିଙ୍କୁ ୬ ଘଣ୍ଟା ଜେରା କଲା ଦିଲ୍ଲୀ ପୋଲିସ

ମୁମ୍ୱାଇ ୧୬/୦୯: ବଲିଉଡ ଅଭିନେତ୍ରୀ ନୋରା ଫତେହି ଗୁରୁବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ (EOW) ଶାଖା କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ସେଠାରେ ୬ ଘଣ୍ଟା ଜେରା କରାଯାଇଥିବା କୁହାଯାଇଛି। ସୁକେଶ ଚନ୍ଦ୍ର ଠକେଇ ମାମଲାରେ ସମ୍ପୃକ୍ତି ଥିବାରୁ ନୋରାଙ୍କୁ ଦିଲ୍ଲୀ ପୋଲିସ ପଚରଉଚୁରା କରିଛି। ଗତକାଲି ଅର୍ଥାତ ସେପ୍ଟେମ୍ୱର ୧୪ରେ ଏହି ମାମଲାରେ ହିନ୍ଦି ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୋଲିସ ଆଠ ଘଣ୍ଟା ଜେରା କରାଯାଇଥିଲା। ସୁକେଶ ଚନ୍ଦ୍ର ୨୦୦ କୋଟି […]

ଅପରାଧ ରାଜ୍ୟ

ନ୍ୟାୟ ପାଇଁ ଓଡ଼ିଶା ଆସିଥିଲେ ଯୁବତୀ; ବିବାହ ପ୍ରତିଶୃତି ଦେଇ ୧୪ ବର୍ଷ ସମ୍ପର୍କ ରଖିଥିଲେ ବିବାହିତ ବ୍ୟକ୍ତି

ବଲାଙ୍ଗୀର ୧୫/୦୯: ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ। କିନ୍ତୁ ଯୁବତୀଙ୍କୁ ବାହା ହେଲେନି। ଫଳରେ ଯୁବତୀ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ। ପ୍ରେମିକାଙ୍କ ଦୁଃଖ ବୁଝିବା ବଦଳରେ ତାଙ୍କୁ ଗାଳିଗୁଲଜକରି ପ୍ରେମିକ ଜଣଙ୍କ ତାଙ୍କ ଘରୁ ତଡ଼ିଦେଇଛନ୍ତି। ପ୍ରେମିକାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ବଲାଙ୍ଗୀରର ମାଲପଡ଼ାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଖବର ଅନୁସାରେ, ଏମଡି ଆଜମ ମଲିକ ନାମକ ବ୍ୟକ୍ତି ଜଣେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

କୌନ ବନେଗା କରୋଡ଼ପତି ହଟ୍‌ ସିଟ୍‌ରେ ଆଉ ଜଣେ ଓଡ଼ିଆ

ଭଦ୍ରକ ୧୫/୦୯: କୌନ ବନେଗା କୋରଡ଼ପତି ହଟ ସିଟ୍‌ରେ ଭଦ୍ରକ ସହକାରୀ ଡାକ ଅଧିକ୍ଷକ । ସୋନି ଟିଭି ଚ୍ୟାନେଲରେ ପ୍ରସାରିତ କୌନ ବନେଗା କୋରଡ଼ପତିରେ ଅଂଶଗ୍ରହଣ କରି ନିଜେ ଗର୍ବ ଅନୁଭବ କରିଛନ୍ତି । ଭଦ୍ରକ ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟ ମଲ୍ଲିକ । ଗତକାଲି ପ୍ରସାରିତ ଏପିସୋଡ଼ରେ ପ୍ରଶ୍ନର ଉତ୍ତର ଦେଇ ୮୦ହଜାର ଟଙ୍କା ର ପୁରସ୍କାର ରାଶି ଜିତିଥିବା ଜଣାପଡ଼ିଛି । ଆଜି ପୁଣି ଆଗାମୀ ରାଉଣ୍ଡକୁ ଯିବା ପାଇଁ ପ୍ରଶ୍ନର […]