ଇଡି କରୁଛି ଖୋଳତାଡ଼, ଅର୍ଚ୍ଚନା ନାଗ ମାମଲାରେ ଆଗକୁ କାହା ପାଳି ?
ଭୁବନେଶ୍ୱର ୨୪।୧୧ : ଖୋଲୁଛି ନାଗ ପେଡି । ଫଶୁଛନ୍ତି ବଡ଼ ବଡ଼ ଚେହେରା । ଫିଲ୍ମ ପ୍ରଯୋଜକ, କାର୍ ସୋରୁମ୍ ମାଲିକ, ସହଯୋଗୀଙ୍କୁ ଜେରା ସରିଲାଣି । ଏବେ ଆଗକୁ କାହା ପାଳି ? ରାଜନେତା ନା ବ୍ୟବସାୟୀ ନା ଓକିଲ ନା ଆଉ କିଏ । ତାହା ଦେଖିବାକୁ ବାକି ରହିଲା । ଖବର ଅନୁଯାୟୀ, ଝାରପଡ଼ା ଜେଲ୍ରେ ଅଛନ୍ତି ଅର୍ଚ୍ଚନା ନାଗ । ବାହାରେ ଇଡି କରୁଛି ଖୋଳତାଡ଼ । ଯେବେଠୁ ଅର୍ଚ୍ଚନା […]









