କେବିସି ହଟସିଟ୍ରେ ବଲାଙ୍ଗୀରର ସମ୍ବିତ
ବଲାଙ୍ଗୀର: ବହୁଚର୍ଚ୍ଚିତ ବିଗ୍ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି (କେବିସି)ର ସୋ’ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍ସିଟ୍ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ସମ୍ବିତ ହେଉଛନ୍ତି ବଲାଙ୍ଗୀର ଚନ୍ଦନଭାଟି ନିବାସୀ ଯୋଗୀ ରଂଜନ ପାଣିଗ୍ରାହୀ ଓ ବିସ୍ମିତା ପାଣିଗ୍ରାହୀଙ୍କ ପୁଅ। ସେ ଏବେ ଦିଲ୍ଲୀର ଏକ ମଲ୍ଟିନ୍ୟାସନାଲ କମ୍ପାନିର ବିଜନେସ ଆଣ୍ଡ୍ ଅପରେସନରେ କାର୍ଯ୍ୟରତ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ବିଏସ୍ସି […]









