ଆମ ଅଞ୍ଚଳରେ ବଢୁଛି ଚୋରି, ପୋଲିସ ଥାଇ ବି ଚୁପ୍ ; ଥାନା ସମ୍ମୁଖରେ ବ୍ୟବସାୟୀ ସଂଘର ଏପରି ଅଭିଯୋଗ
ବିନିକା ୨୪।୨୨ : ଉଲୁଣ୍ଡା ଥାନା ସମ୍ମୁଖରେ ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା । ସୋନପୁର ଜିଲ୍ଲା ଉଲୁଣ୍ଜା ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ଘଟଣା ବଢିବାର ପ୍ରତିବାଦ କରି ଧାରଣା । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ । ଖବର ଅନୁଯାୟୀ, ଉଲୁଣ୍ଡା ସଦର ମହକୁମାରେ ବାରମ୍ବାରରେ ଚୋରି କାମ ବଢିଚାଲିଛି । ଏପରିକି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗୁରୁବାର ଦିନ ଉଲୁଣ୍ଡା ସଦର ମହକୁମାରେ ୧୨ ଘଣ୍ଟିଆ ଦୋକାନ, ବଜାର […]









