ନୂଆବର୍ଷ ପୂର୍ବ ସନ୍ଧ୍ୟାରେ କିବ୍ରେ ପ୍ରଚଣ୍ଡ ଆକ୍ରମଣ
କିବ୍: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ୍ର ରାଜଧାନୀ କିବ୍ରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି। କେନ୍ଦ୍ରୀୟ କିବ୍କୁ ଟାର୍ଗେଟ୍ କରି ୧୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏୟାର ରେଡ୍ ସାଇରନ ତୁହାକୁ ତୁହା ବାଜୁଥିବା ବେଳେ ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିଛନ୍ତି। ୟୁକ୍ରେନ୍ର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ଅନେକ ରୁଷୀୟ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଥିଲେ ମଧ୍ୟ କ୍ଷେପଣାସ୍ତ୍ରର ଏକ ଲହରକୁ ରୋକିବା ସମ୍ଭବ ହେଉନାହିଁ । ଦୁଇଦିନ […]









