ଉତ୍ତରପ୍ରଦେଶରେ ଘନକୁହୁଡ଼ି ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ନୂଆଦିଲ୍ଲୀ : ପ୍ରବଳ ଶୀତ ଲହରି ଜାରି ରହିଥିବା ଏବଂ ଉତ୍ତରପ୍ରଦେଶର କିଛି ଅଂଶରେ ଘନ କୁହୁଡ଼ି ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୂରନ୍ତୋ, ହିମଗିରି, ଶ୍ରମଜୀବୀ ସମେତ ୧୨ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି। ରାସ୍ତାରେ ଡ୍ରାଇଭ୍ କରୁଥିବା ଲୋକମାନେ ବି ଘନ କୁହୁଡ଼ି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୁହୁଡ଼ି ପାଇଁ ଉତ୍ତରପ୍ରଦେଶ ଏବଂ ବିହାର ଦେଇ ଯାତ୍ରା କରୁଥିବା ଅନେକ ଟ୍ରେନ୍ ବିଳମ୍ବ ଅଛି। କିଛି ଟ୍ରେନ୍ ୧୦ ଘଣ୍ଟାରୁ ଊର୍ଦ୍ଧ୍ବ […]









